Latest Odisha News

BREAKING NEWS

Yearly Archives

2026

Samaya Sakshi:ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ “ସମୟ ସାକ୍ଷୀ:ଜଣେ ସାଧାରଣ ଓଡ଼ିଆର କଥା”ର ଲୋକାର୍ପଣ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଓ ୟୁଏଟିର କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’ ଏକ ଅଭିନବ ରୂପରେ ଲୋକାର୍ପିତ ହୋଇଛି । ଏକ ସ୍ମୃତି ମଧୁର ତଥ୍ୟାନୁଭିଭିକ ପୁସ୍ତକଟିଏ ଲୋକଲୋଚନକୁ ଆସିବା ପରେ ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା…

ହ୍ୱାଟସ୍‌ଆପ୍‌ର ‘ୟୁଜରନେମ୍’ ଫିଚରକୁ ନେଇ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ: ମେଟାକୁ ଜାରି ହେଲା…

ନୂଆଦିଲ୍ଲୀ: ଦେଶରେ ସାଇବର ଠକେଇ ଏବଂ ଡିଜିଟାଲ୍ ଅପରାଧ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସ୍‌ଆପ୍‌ (WhatsApp) ର ଏକ ଆଗାମୀ ଫିଚରକୁ ନେଇ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ହ୍ୱାଟସ୍‌ଆପ୍‌ରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଥିବା…

ହାର୍ଦ୍ଦିକଙ୍କୁ ଟ୍ରେଡ କରିବ କି ନାହିଁ ସ୍ପଷ୍ଟ କରିଛି ଚେନ୍ନାଇ

ମୁମ୍ବାଇ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲରେ କେଉଁ ଟିମ ପକ୍ଷରୁ ଖେଳିବେ ସେ ନେଇ ଆଲୋଚନା ଜୋର ଧରିଛି । ଏପରିକି ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ଟ୍ରେଡ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ନିକଟରେ ହାର୍ଦ୍ଦିକ ମୁମ୍ବାଇରୁ ବେଙ୍ଗାଲୁର ଶିଫ୍ଟ ହୋଇଛନ୍ତି । ଏବେ…

ବୁଲାଣିରେ ଘାଟି ତଳକୁ ଖସିପଡ଼ିଲା ବସ୍; ଜଣ ମୃତ, ଏକାଧିକ ଆହତ

ବୌଦ୍ଧ: ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଘାଟିରେ ଏକ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ । ଭାରସାମ୍ୟ ହରାଇ ବୁଲାଣିରେ ଘାଟି ତଳକୁ ଖସିପଡ଼ିଛି ବସ୍। ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଆହତ ଓ…

ଆମେରିକାରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ: ଜୁଲାଇ ୪ ଛୁଟିଦିନ ପୂର୍ବରୁ ଆଲର୍ଟ ଜାରି

ୱାଶିଂଟନ୍: ଆମେରିକାର ମଧ୍ୟ ଏବଂ ପୂର୍ବ ଭାଗରେ ଏବେ ଏକ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଜାତୀୟ ପାଣିପାଗ ସେବା ପକ୍ଷରୁ ଏହି ଚରମ ପାଣିପାଗକୁ ନେଇ କଡ଼ା ଚେତାବନୀ ଜାରି କରାଯିବା ସହ ଦେଶର ପ୍ରାୟ ୧୩ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ହିଟ୍ ଆଲର୍ଟ ଘୋଷଣା କରାଯାଇଛି। ଦେଶର ୨୫୦ତମ…

ଏଣିକି କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ମାଗଣା: ରାଜ୍ୟ କ୍ୟାବିନେଟର ଯୁଗାନ୍ତକାରୀ ନିଷ୍ପତ୍ତି

ଭୁବନେଶ୍ୱର: ଦାରିଦ୍ର୍ୟ ଏବଂ ଅର୍ଥ ଅଭାବରୁ ଏଣିକି ଆଉ କାହାରି ପାଠପଢ଼ାରେ ଡୋରି ବନ୍ଧାହେବ ନାହିଁ। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ତଥା ପ୍ରତ୍ୟେକ ପିଲାଙ୍କ ପାଖରେ ଗୁଣାତ୍ମକ ଶିକ୍ଷା ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ବଡ଼ ଏବଂ ଯୁଗାନ୍ତକାରୀ ନିଷ୍ପତ୍ତି…

Wildlife Trafficking:ଓଡ଼ିଶା-ଛତିଶଗଡ଼ ସୀମାନ୍ତରୁ ଉଦ୍ଧାର ହେଲା ବାଘ ଛାଲ; ବନ୍ଧାହେଲେ ୨

ନୂଆପଡ଼ା:ବନ ବିଭାଗ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ବେଆଇନ ଶିକାର ଓ ବନ୍ୟଜନ୍ତୁଙ୍କ ଦେହାବଶେଷର କାରବାର କରୁଛନ୍ତି ବନ୍ୟଜନ୍ତୁ ଶିକାରୀ । ଆଜି ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ସୀମାନ୍ତ ଛତିଶଗଡ ରାଜ୍ୟ ଉଦନ୍ତି- ସୀତାନଦୀ ଅଭୟାରଣ୍ୟ ଅଞ୍ଚଳରୁ ବାଘ ଛାଲ ଜବତ ହୋଇଛି। ଏହି ଘଟଣାରେ…

ଜେଲରେ ୩୦ ଦିନ ରହିଲେ ଯିବ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପଦ: ବିବାଦୀୟ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଶୀଘ୍ର…

ନୂଆଦିଲ୍ଲୀ: କୌଣସି ସଙ୍ଗୀନ ଅପରାଧରେ ଗିରଫ ହୋଇ କ୍ରମାଗତ ୩୦ ଦିନ ହାଜତ ବା ଜେଲରେ ରହିଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ରାଜ୍ୟ ମନ୍ତ୍ରୀମାନଙ୍କୁ ଆପେ ଆପେ ନିଜ ପଦ ହରାଇବାକୁ ପଡ଼ିବ। ଏପରିକି ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନିୟମରୁ ବାଦ୍ ପଡ଼ିବେ ନାହିଁ। ଭାରତୀୟ…

ଦୁଇ ଚକିଆ ଯାନ ପାଇଁ ହେଲମେଟ୍ ବାଧ୍ୟତାମୂଳକ, କିନ୍ତୁ ଏମାନଙ୍କ କାହିଁକି ରହିଛି କୋହଳ?

ନୂଆଦିଲ୍ଲୀ: ଭାରତରେ ସଡ଼କ ସୁରକ୍ଷାକୁ ନେଇ କଡ଼ା ନିୟମ ରହିଛି। ଦୁଇ ଚକିଆ ଯାନ ବା ବାଇକ୍ ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା ସମସ୍ତଙ୍କ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ଏହି ନିୟମର ଉଲ୍ଲଂଘନ କଲେ ଟ୍ରାଫିକ୍ ପୋଲିସ ପକ୍ଷରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଇଥାଏ। ତେବେ ଦେଶର ଟ୍ରାଫିକ୍…

Indian sailor’s death in Venezuela:ମସ୍ତିଷ୍କ,ହୃଦୟ,ଫୁସଫୁସ ନାହିଁ: ଭେନେଜୁଏଲାରୁ ଫେରିଥିବା ଭାରତୀୟ…

ନୂଆଦିଲ୍ଲୀ: ଭେନେଜୁଏଲାରେ ମୃତ ଘୋଷିତ ଜଣେ ଭାରତୀୟ ନାବିକଙ୍କ ଶରୀରରୁ ଆଭ୍ୟନ୍ତରୀଣ ଅଙ୍ଗ ଗାଏବ ହେବା ଏକ ଗମ୍ଭୀର ମାମଲା ସାମ୍ନାକୁ ଆସୁଛି । ଭେନେଜୁଏଲାରେ ଡ୍ୟୁଟି ସମୟରେ ପ୍ରାଣ ହରେଇଥିଲେ ଭାରତୀୟ ନାବିକ ରାକେଶ ଚୌହାନ । ରିପୋର୍ଟ ଅନୁଯାୟୀ ମୃତଦେହରେ ମସ୍ତିଷ୍କ, ହୃଦୟ, ଫୁସଫୁସ ଏବଂ…