Latest Odisha News

BREAKING NEWS

Yearly Archives

2026

ଜୁଲାଇ ୨୦ରୁ ମୌସୁମୀକାଳୀନ ଅଧିବେସନ; ଓଡିଶାର ବିଭିନ୍ନ ପ୍ରସଙ୍ଗରେ ସଂସଦରେ ଦାବି ଉପସ୍ଥାପନ କରିବ ବିଜେଡି

ଭୁବନେଶ୍ଵର: ସଂସଦରେ ଜୁଲାଇ ୨୦ରୁ ମୌସୁମୀକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ଦିଲ୍ଲୀରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଯୋଗଦାନ କରିଛନ୍ତି । ଏହାସହିତ ବିଜୁ ଜନତା ଦଳର…

ରାୟଗଡ଼ା ନଗର ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ, ଥାନାରେ ମାମଲା ରୁଜୁ

ରାୟଗଡ଼ା: ରାୟଗଡା ଜିଲ୍ଲା ନଗର ଉନ୍ନୟନ ସଂସ୍ଥା କର୍ଯ୍ୟାଳୟରେ ଅର୍ଥ ଆତ୍ମସାତ ହୋଇଥିବା ନଜରକୁ ଆସିଛି । କାର୍ଯ୍ୟାଳୟର ଜଣେ ଅଧିକାରୀ ବିନୟ ହରିଜନ ସରକାରୀ ଅର୍ଥ ପ୍ରାୟ ୧ କୋଟି ୯ ଲକ୍ଷ ନିଜ ଆକାଉଣ୍ଟକୁ ଟ୍ରାନସଫର୍ କରି ନେଇଯାଇଥିବା ଜଣାପଡିଛି । ଏନେଇ ରାୟଗଡା ଡିଆରଡିଏ ପକ୍ଷରୁ ଟାଉନ୍…

Marriage in jail:କାରାଗାରରେ ‘ଶୁଭ ବିବାହ’:ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ କଏଦୀ

ଜୟପୁର: ଜେଲ୍ ପରିସରରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଜୟପୁର ସ୍ବତନ୍ତ୍ର କାରାଗାର ପାଲଟିଲା ବିବାହ ମଣ୍ଡପ। ଆଇନଗତ ଅନୁମତି ଓ ଜେଲ୍ ପ୍ରଶାସନଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ୨ କଏଦୀ। ଆଇନ ଅନୁଯାୟୀ ସମସ୍ତ ଆବଶ୍ୟକ ଅନୁମତି ପରେ କାରାଗାର ଭିତରେ ଦୁଇ କଏଦୀଙ୍କ ବିବାହ…

ସୋରରେ ସାପ ଆତଙ୍କ:ଗୋଟିଏ ସପ୍ତାହରେ ୧୨୪ ଜଣଙ୍କୁ କାମୁଡିଲାଣି ସାପ

ସୋର:ସୋରରେ ସାପ ଆତଙ୍କ ଦେଖିବାକୁ ମିଳିଛି । ଗୋଟିଏ ସପ୍ତାହ ମଧ୍ୟରେ ୧୨୪ ଜଣ ସାପ କାମୁଡାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୋମନଙ୍କୁ ମଧ୍ୟରୁ ୧୫ରୁ ଅଧିକ ଲୋକ ଗୁରୁତର ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି। ସୂଚନାଥାଉକି, ଗତକାଲି…

ସରୟୁ ନଦୀରେ ମଟନ୍-ବିୟର ପାର୍ଟି, ଭିଡିଓ ଭାଇରାଲ ପରେ ୩ ଗିରଫ

ନୂଆଦିଲ୍ଲୀ: ଅଯୋଧ୍ୟାର ସରୟୁ ନଦୀରେ କିଛି ଯୁବକ ମଟନ୍ ପାର୍ଟି କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ତେବେ ସରୟୁ ନଦୀରେ ମଟନ୍ ପାର୍ଟି ଭକ୍ତଙ୍କ ଆସ୍ଥା ଭଙ୍ଗ କରୁଥିବା ଅଭିଯୋଗ ହେଉଛି। ସରୟୁ ନଦୀରେ ଡଙ୍ଗାରେ ମଟନ୍ ଏବଂ ବିୟର…

୧,୧୦୯ କୋଟିର ବ୍ୟାଙ୍କ ଠକେଇ ମାମଲା: ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକ୍ଚର ଉପରେ ସିବିଆଇର ବଡ଼ ଚଢ଼ାଉ

ଭୁବନେଶ୍ୱର: ୧,୧୦୯ କୋଟିର ବ୍ୟାଙ୍କ ଠକେଇ ମାମଲା । ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକ୍ଚର ଉପରେ ସିବିଆଇର ବଡ଼ ଚଢ଼ାଉ କରାଯାଇଛି । ଭୁବନେଶ୍ୱରରେ ରୁଜୁ ହୋଇଥିବା ମାମଲାକୁ ଆଧାର କରି ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଓ ଉତ୍ତରାଖଣ୍ଡର ମୋଟ ୬ଟି ସ୍ଥାନରେ ଏକକାଳୀନ ତଲାସି କରାଯାଇଛି ।…

Selling Your Old Devices:ନିଜର ପରୁଣା ସ୍ମାର୍ଟଫୋନ ବିକ୍ରି କରିବା ପୂର୍ବରୁ ଏହି ଭୁଲ କରନ୍ତୁ ନାହିଁ

ଭୁବନେଶ୍ବର:ଆଜିର ସମୟରେ ସ୍ମାର୍ଟଫୋନ୍ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଆମର ବ୍ୟକ୍ତିଗତ ଫଟୋ, ଭିଡିଓ, ବ୍ୟାଙ୍କ ବିବରଣୀ, ଇମେଲ୍ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟଗୁଡ଼ିକୁ ଫୋନ୍ ରେ ସେଭ୍ କରି ରଖିଥାଉ । ତେଣୁ ଯେତେବେଳେ କେହି ତାଙ୍କର ପୁରୁଣା ସ୍ମାର୍ଟଫୋନ୍ ବିକ୍ରି…

ରାମ ମନ୍ଦିରର ଦାନ ଚୋରିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଏବଂ ଖଡଗେ

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିରରେ ହୋଇଥିବା ଚୋରି ଅଭିଯୋଗ ଏବେ ବି ମୁଖ୍ୟ ଖବର ପାଲଟିଛି । ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ବିଜେପି ଏବଂ କେନ୍ଦ୍ର ସରକାରଙ୍କୁ ନିରନ୍ତର ଟାର୍ଗେଟ କରୁଛନ୍ତି । ଏହି ସମୟରେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ରାଜ୍ୟସଭାରେ ବିରୋଧୀ ଦଳ…

ଇନଷ୍ଟାଗ୍ରାମ୍ ଓ ଫେସବୁକ୍ ଡାଉନ୍, କ୍ଷୋଭ ପ୍ରକାଶ କଲେ ୟୁଜର୍ସ

ନୂଆଦିଲ୍ଲୀ: ୧୯ ଜୁଲାଇ, ରବିବାର ଦିନ ହଠାତ୍ ଇନଷ୍ଟାଗ୍ରାମ୍ ଓ ଫେସବୁକ୍ ଡାଉନ୍ ହୋଇଯାଇଛି। ଯାହା ଫଳରେ ଏହି ଆପ୍ ବ୍ୟବହାର କରୁଥିବା ହଜାର ହଜାର ୟୁଜର୍ସ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।ୟୁଜର୍ସମାନେ ଫେସବୁକ୍‌ରେ ଲଗ୍‌ଇନ୍ କରିବାକୁ ଚେଷ୍ଟା କଲେ ସମସ୍ତଙ୍କୁ ପ୍ରାୟ ଏକାଭଳି ବାର୍ତ୍ତା…

No Man’s Land: ‘ନୋ ମ୍ୟାନ୍ସ ଲ୍ୟାଣ୍ଡ’ କ’ଣ? କାହିଁକି ସେଠାକୁ ଯିବା ମୃତ୍ୟୁକୁ ଡାକି ଆଣିବା ସହ ସମାନ?

ନୂଆଦିଲ୍ଲୀ: ଦେଶବିଦେଶ କିମ୍ବା ରାଜ୍ୟରେ ସୀମା ବିବାଦ କୌଣସି ନୂଆ କଥା ନୁହେଁ। ଜମି ପାଇଁ ଅନେକ ଯୁଦ୍ଧ ହୋଇଛି । ଆଜି ମଧ୍ୟ ଅନେକ ଦେଶ ମଧ୍ୟରେ ସୀମାକୁ ନେଇ ତିକ୍ତତା ରହିଛି। ଭାରତ-ପାକିସ୍ତାନ ସୀମାରେ ପ୍ରାୟତଃ 'ଜିରୋ ଲାଇନ୍' ଓ 'ନୋ ମ୍ୟାନ୍ସ ଲ୍ୟାଣ୍ଡ' ଶବ୍ଦ ଶୁଣିବାକୁ ମିଳେ। କିନ୍ତୁ…