ଜିଏସ୍ଟି ଫାଙ୍କି ପାନମସଲା ଚାଲାଣ; ୯ ଲକ୍ଷ ୩୬ ହଜାର ଟଙ୍କା ଜରିମାନା
ଭଷ୍ମା:ଜିଏସ୍ଟି ଫାଙ୍କି ପାନମସଲା ଚାଲାଣ ବେଳେ ଏକ ଗାଡ଼ିକୁ ଧରିଲା ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ପୋଲିସ । ଜିଏସ୍ଟି ଅଧିକାରୀ ଜିଏସ୍ଟି ସମେତ ୯ ଲକ୍ଷ ୩୬ ହଜାର ଟଙ୍କା ଜରିମାନା କରିଛନ୍ତି ।
ପୋଲିସକୁ ସୂତ୍ରରୁ ସୂଚନା ମିଳିଥିଲା ଯେ ଶନିବାର ରାତିରେ ଜିଏସ୍ଟି ଫାଙ୍କି ଏକ ପାନମସଲା…