Latest Odisha News

BREAKING NEWS

Yearly Archives

2026

ମନରେଗା କାର୍ଡଧାରୀଙ୍କୁ ନୂଆ ପରିଚୟ, ଅନ୍ତରୀଣ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ଜାରି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଗ୍ରାମୀଣ ପରିବାରଙ୍କୁ ରୋଜଗାର ଅଧିକାରରୁ ବଞ୍ଚିତ ନକରିବା ପାଇଁ ରାଜ୍ୟ ସରକାର ଅନ୍ତରୀଣ ବ୍ୟବସ୍ଥା ଗ୍ରହଣ କରିଛନ୍ତି। 'ବିକଶିତ ଭାରତ–ଗ୍ୟାରେଣ୍ଟି ଫର୍‌ ରୋଜଗାର ଓ ଆଜୀବିକା ମିଶନ (ଗ୍ରାମୀଣ)' )VB G RAM G( ଅଧୀନରେ ଚୂଡ଼ାନ୍ତ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ…

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଜୋରଦାର ତଦନ୍ତ ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆଜି ଓସେପା ଅଫିସ୍‌ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଓସେପା ଅଫିସ୍‌ ରୁ ତଥ୍ୟ ସଂଗ୍ରହ କରିଛି । ଖାଲି ଓସେପା ଅଫିସ୍‌ ନୁହଁ ଏହା ସହିତ ଏକକାଳୀନ SCERT,…

ଗମ୍ଭୀର-କୋହଲି ପରସ୍ପର ସହ କଥା ହେଉଛନ୍ତି କି ନାହି କହିଲେ ବ୍ୟାଟିଂ କୋଚ

ନୂଆଦିଲ୍ଲୀ: ଚଳିତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭାରତର ଷ୍ଟାର ଖେଳାଳି ବିରାଟ କୋହଲି ଓ କୋଚ ଗୌତମ ଗମ୍ଭୀର ପରସ୍ପର ସହ କଥା ହେଉ ନାହାନ୍ତି ବୋଲି ଖବର ବେଶ ଭାଇରାଲ ହୋଇଛି । ଏବେ ଏହି ଖବରର ସତ୍ୟତା ନେଇ ବ୍ୟାଟିଂ କୋଚ ସୀତାଂଶୁ କୋଟାକ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏହି ଖବର…

ଇଣ୍ଡିଗୋ ବିମାନକୁ ବୋମା ଧମକ, ଟଏଲେଟରୁ ମିଳିଲା ହାତଲେଖା ଧମକପୂର୍ଣ୍ଣ ଚିଠି

ବେଙ୍ଗାଲୁରୁ: ପୁଣି ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଅହମ୍ମଦାବାଦ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏୟାର ଇଣ୍ଡିଗୋ ବିମାନର ଟଏଲେଟରୁ ମିଳିଲା ଧମକପୂର୍ଣ୍ଣ ଚିଠି । ଏହି ଖବର ପ୍ରସାର ପରେ ଯାତ୍ରୀ ମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ହେଲେ…

World Emoji Day: କିଏ ତିଆରି କରିଥିଲେ ପ୍ରଥମ ଇମୋଜି? ଜାଣନ୍ତୁ ଇତିହାସ..

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ଇମୋଜି ଦିବସ! ଇମୋଜି ହେଉଛି ଡିଜିଟାଲ ଯୋଗାଯୋଗର ଏକ ମାଧ୍ୟମ, ଯାହା ଶବ୍ଦ ବିନା ମନର ଭାବନାକୁ ସଠିକ୍ ଭାବେ ପ୍ରକାଶ କରିଥାଏ। ପ୍ରତିବର୍ଷ ଜୁଲାଇ ୧୭କୁ ‘ଇମୋଜି ଡେ’ ଭାବେ ପାଳନ କରାଯାଏ । ୨୦୧୪ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିକାଲିର ସମୟରେ ମେସେଜର…

ATS ର ବଡ଼ କାର୍ଯ୍ୟାନୁଷ୍ଠାନ: ଜୈଶ-ଇ-ମହମ୍ମଦର ୫ ଆତଙ୍କବାଦୀ ଗିରଫ, ଘଟାଇଥାନ୍ତେ ଦେଶବ୍ୟାପୀ ବିସ୍ଫୋରଣ

ଅହମ୍ମଦାବାଦ: ଗୁଜୁରାଟ ATS କୁ ମିଳିଛି ବଡ଼ ସଫଳତା। ଦେଶବ୍ୟାପୀ ବିସ୍ଫୋରଣ ଯୋଜନା କଲେ ପଣ୍ଡ। ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM)ର ଏକ ମଡ୍ୟୁଲ୍ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୁଜୁରାଟ ଆତଙ୍କବାଦ ନିରୋଧୀ ଦଳ (ATS) ପାଞ୍ଚ ଜଣ ସନ୍ଦିଗ୍ଧଙ୍କୁ ଗିରଫ…

ଦେଢ଼ ବର୍ଷର ଛୁଆ ହାତୀର ଗଳିତ ମୃତଦେହ ଠାବ

କଣିହାଁ: ଅନୁଗୋଳ ଜିଲ୍ଲା ତାଳଚେର ବନଖଣ୍ଡ ଅନ୍ତର୍ଗତ କଣିହାଁ ଅଞ୍ଚଳରୁ ମିଳିଲା ଛୁଆ ହାତୀର ମୃତଦେହ । ସିପୁର ସେକ୍ସନ ଅଧୀନ କର୍ଣ୍ଣାପାଳ–ରଙ୍ଗିଆମୁଣ୍ଡା ଜଙ୍ଗଲରେ ପ୍ରାୟ ଦେଢ଼ ବର୍ଷ ବୟସର ଏକ ଅଣ୍ଡିରା ଛୁଆ ହାତୀର ଗଳିତ ମୃତଦେହ ଠାବ ହୋଇଛି । ଜଙ୍ଗଲରେ ହାତୀଟିର ମୃତଦେହ ପଡ଼ିଥିବା…

ସଞ୍ଜୟ ରାଉତଙ୍କ ବଡ଼ ଦାବି: ‘ବଦଳିପାରନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ’

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଉଦ୍ଧବ ଠାକରେଙ୍କ ଶିବସେନା (UBT) ର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ବୟାନ। ସେ ଦାବି କରିଛନ୍ତି ଯେ, ଯଦି ଆଗାମୀ ମାସ ମଧ୍ୟରେ ମହାରାଷ୍ଟ୍ର କ୍ୟାବିନେଟରେ ପୁନର୍ଗଠନ ହୁଏ, ତେବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କେନ୍ଦ୍ର ସରକାରକୁ ଯାଇପାରନ୍ତି ଏବଂ…

୨୬ ବର୍ଷର ବନ୍ଧୁତା: ପୁଣି ଏକାଠି ପ୍ରିୟଙ୍କା ଓ ଲାରା !

ମୁମ୍ବାଇ: ବଲିଉଡର ଦୁଇ ଜଣାଶୁଣା ତଥା ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଲାରା ଦତ୍ତ ପୁଣି ଥରେ ଏକାଠି ନଜର ଆସିଛନ୍ତି। ଦୁହିଁଙ୍କର ନିକଟରେ ହୋଇଥିବା ଏହି ସାକ୍ଷାତର କିଛି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଫଟୋଗୁଡ଼ିକ ପ୍ରାୟ ୨୬ ବର୍ଷ ପୁରୁଣା…

Puri Rath Yatra 2026: ସରିଲା ରଥଟଣା…ଶରଧାବାଲିରେ ପହଞ୍ଚିଲେ ୩ ରଥ;ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ

ପୁରୀ:ଶ୍ରୀକ୍ଷେତ୍ର ପୁରୀରେ ତିନି ରଥ ଶରଧାବାଲିରେ ପହଞ୍ଚିଛନ୍ତି । ଲୀଳାମୟ ଜଗନ୍ନାଥ, ଭାବବତ୍ସଳ ଭାବଗ୍ରାହୀ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀ ଛାଡି ବଡଦାଣ୍ଡକୁ ଓହ୍ଲାଇଛନ୍ତି। ତାଙ୍କ ଚକାନୟନକୁ ଦେଖି ଭକ୍ତ କୃତ କୃତ ହେଉଛନ୍ତି। ଘଣ୍ଟ,ହରିବୋଲ ଓ ହୁଳହୁଳିରେ ବଡଦାଣ୍ଡ କମ୍ପୁଛି।…