Latest Odisha News

BREAKING NEWS

Yearly Archives

2026

ଭତ୍ତା ପ୍ରଦାନରେ ବିଳମ୍ବ ମାମଲା: ୨ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟରେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ରୁଜୁ ମାମଲାରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ରାଜ୍ୟ ସରକାରଙ୍କୁ ଆବେଦନକାରୀଙ୍କ ସ୍ମାରକପତ୍ର ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଆବେଦନକାରୀ ସାନି ଏକ ସ୍ମାରକପତ୍ର ବିଭାଗୀୟ…

ଜୁଲାଇ ୧୭ ଭିତରେ ୧୭ ପ୍ରତିଶତ ଅଧିକ ବର୍ଷିଛି, ବଙ୍ଗୋମୁଣ୍ଡାରେ ସର୍ବାଧିକ ୧୩୨ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆହୁରି ବର୍ଷା ଲାଗି ରହିବ । ତେବେ ଆଜି ଅର୍ଥାତ୍ ଜୁଲାଇ ୧୭ ତାରିଖ ଭିତରେ ୧୭ ପ୍ରତିଶତ ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି । ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ସର୍ବାଧିକ…

ହାଇକୋର୍ଟ ASO ପରୀକ୍ଷା କେଳେଙ୍କାରୀ ମାମଲା: ୧୪ ଜଣଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ASO ପରୀକ୍ଷା କେଳେଙ୍କାରୀ ମାମଲାରେ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ଜାମିନ ଆବେଦନ ଖାରଜ। ଅନ୍ୟ ୧୨ ଜଣଙ୍କର ମଧ୍ୟ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ। ପୋଲିସ୍‌ SI ପରୀକ୍ଷା କେଳେଙ୍କାରୀରେ ମଧ୍ୟ ଶଙ୍କର ଓ ସୁରେଶ ଅଭିଯୁକ୍ତ ରହିଛନ୍ତି।…

ରାଜ୍ୟର ୨ଟି ଜିଲ୍ଲା କୋର୍ଟକୁ ଇ-ମେଲ୍ ଯୋଗେ ବୋମା ଧମକ, କଡାକଡି ହେଲା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ଗତକାଲି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଥିବା ଜିଲ୍ଲା ଓ ସେସନ୍ସ କୋର୍ଟକୁ ଇମେଲ୍‌ ଯୋଗେ ବୋମା ଧମକ ମିଳିଥିବାବେଳେ, ଆଜି ପୁଣି ରାଜ୍ୟର ଆଉ ଦୁଇଟି ଜିଲ୍ଲା କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ଅଜଣା ବ୍ୟକ୍ତିଙ୍କ ପକ୍ଷରୁ ଇ-ମେଲ୍ ଯୋଗେ ଧମକ ଦିଆଯାଇଛି ।…

IIC ବିୟୁଟିଙ୍କ ମୃତ୍ୟୁ ମାମଲା: ମିଳିଛି ଡିଜିଟାଲ ପ୍ରମାଣ

କଟକ: ଚାଉଳିଆଗଞ୍ଜ ଥାନା IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣା ଏବେ ଏକ ବଡ଼ ରହସ୍ୟ ଘେରରେ ରହିଛି। ପୋଲିସ ଏହାକୁ ଏକ ଅସ୍ୱାଭାବିକ ମୃତ୍ୟୁ (UD Case) ଭାବେ ପଞ୍ଜିକରଣ କରି ତଦନ୍ତ ଜାରି ରଖିଛି। ଉକ୍ତ ମାମଲାର ତଦନ୍ତ ପାଇଁ ଗଠିତ ହୋଇଛି ୩ଟି ସ୍ବତନ୍ତ୍ର ଟିମ୍। ଏନେଇ ସୂଚନା ଦେଲେ କଟକ…

ବିଶୃଙ୍ଖଳିତ ଘୋଷଯାତ୍ରା ପରିଚାଳନା! ସରକାରଙ୍କୁ ଘେରିଲା ବିରୋଧୀ, ଦଳାଚକଟାରେ ଶହ ଶହ ଶ୍ରଦ୍ଧାଳୁ ପ୍ରଭାବିତ।

ପୁରୀ/ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ପ୍ରଶାସନିକ ଖାମଖିଆଲି ମନୋଭାବ ଏବଂ ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିରୋଧୀ ବିଜୁ ଜନତା ଦଳ । ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ପ୍ରବଳ ଭିଡ଼ ନିୟନ୍ତ୍ରଣ କରିବାରେ ପୋଲିସ ଓ ପ୍ରଶାସନର ବିଫଳତା କାରଣରୁ…

ବାଲେଶ୍ୱରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବନ ମହୋତ୍ସବ ପାଳିତ

ବାଲେଶ୍ୱର: ବାଲେଶ୍ୱରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ଫେରୋ ଆଲଏଜ୍ ପ୍ଲାଣ୍ଟ (ଏଫ୍‌ଏପି) କାର୍ଯ୍ୟକାରୀ ଅଞ୍ଚଳ ଅନ୍ତର୍ଗତ ଛାନପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ବନ ମହୋତ୍ସବ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ସୁତେଇ ପଞ୍ଚାୟତ…

ଆନିମେଟେଡ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ବିବାଦ: ଓଡ଼ିଶା ହାଇକୋର୍ଟଙ୍କ ରାୟ ଉପରେ ମୋହର ମାରିଲେ…

କଟକ: ଆନିମେଟେଡ୍ ଫିଲ୍ମ 'ମହାପ୍ରଭୁ ଜଗନ୍ନାଥ'ର ପ୍ରଦର୍ଶନକୁ ନେଇ ଦେଖାଦେଇଥିବା ବିବାଦ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ଓଡ଼ିଶା ହାଇକୋର୍ଟ ଏହି ଫିଲ୍ମର ରିଲିଜ୍ ଉପରେ ଲଗାଇଥିବା ରହିତାଦେଶକୁ ସର୍ବୋଚ୍ଚ ନ୍ୟାୟାଳୟ କାଏମ ରଖିଛନ୍ତି। ବର୍ତ୍ତମାନ ଚାଲିଥିବା…

ମହାପ୍ରଭୁଙ୍କ ୪୦ ଟନ୍‌ର ବିଶାଳ ରଥରେ ଲାଗିଛି ଅତ୍ୟାଧୁନିକ ବ୍ରେକ୍, ଜାଣନ୍ତୁ କେମିତି କାମ କରେ ଏହି ନୂଆ ଜ୍ଞାନକୌଶଳ

ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ତିନୋଟି ବିଶାଳକାୟ ରଥର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ। ତେବେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡରେ ଗଡ଼ିବାକୁ ଥିବା ପ୍ରାୟ ୪୦ ଟନ୍…

ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍: କେମିତି କାମ କରେ ଏହି ‘ଗ୍ରୀନ୍ ଇଞ୍ଜିନ୍’? ଧୂଆଁ ବଦଳରେ ବାହାରିବ କେବଳ ପାଣି!

ଚଣ୍ଡିଗଡ: ଭାରତୀୟ ରେଳବାଇ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେଲା। ପ୍ରଦୂଷଣମୁକ୍ତ ଅଭିଯାନ ଦିଗରେ ବଡ଼ ପଦକ୍ଷେପ ନେଇ ଭାରତ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନର ଶୁଭାରମ୍ଭ କରିଛି। ଏହା ଏପରି ଏକ ଟ୍ରେନ୍ ଯେଉଁଥିରେ ନା ଡିଜେଲ୍ ଦରକାର, ନା ଉପରେ କୌଣସି ବିଦ୍ୟୁତ୍ ତାରର ଆବଶ୍ୟକତା…