ଆସନ୍ତା ୪ ଦିନ ପାଇଁ ରାଜ୍ୟର ଅନେକ ଜିଲ୍ଲାରେ ‘ଅରେଞ୍ଜ ଆଲର୍ଟ’ ଜାରି
ଅରେଞ୍ଜ ଆଲର୍ଟ: ଆସନ୍ତା ୪ ଦିନ ପାଇଁ ଉତ୍ତର ଓଡ଼ିଶାର ୭ଟି ଜିଲ୍ଲାକୁ ପାଇଁ ସତର୍କ ସୂଚନା
ପବନର ବେଗ: ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ବହିବାର ଆଶଙ୍କା।
ତାପମାତ୍ରା: ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବାର…