SpaceX rocket: ଚନ୍ଦ୍ରରେ ଧକ୍କା ହେଲା ସ୍ପେସଏକ୍ସ ରକେଟ୍ର ୪ ହଜାର କେଜି ଅଂଶ, ଜାଣନ୍ତୁ ପୃଥିବୀ ପାଇଁ କେତେ ବିପଦ?
ନୂଆଦିଲ୍ଲୀ: ମହାକାଶରେ ପ୍ରାୟ ଦେଢ଼ ବର୍ଷ ଧରି ଭାସୁଥିବା ସ୍ପେସଏକ୍ସର ଫାଲକନ-୯ ରକେଟ୍ର ଦ୍ୱିତୀୟ ପର୍ଯ୍ୟାୟ (Upper Stage) ବୁଧବାର ଚନ୍ଦ୍ର ପୃଷ୍ଠରେ ଧକ୍କା ଦେଇଛି। ଭାରତୀୟ ସମୟ ଦିନ ପ୍ରାୟ ୧୨ଟା ୦୫ ମିନିଟ୍ରେ ଏହି ଧକ୍କା ଘଟିଥିବା ସୂଚନା ମିଳିଛି। ପ୍ରାୟ ୪,୦୦୦ କିଲୋଗ୍ରାମ ଓଜନ…