ଏଆଇକୁ ନେଇ ଡରେଇଲେ ଏଲନ ମସ୍କ
ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଂଟେଲଜେନ୍ସି (ଏଆଇ)କୁ ନେଇ ଏଲନ ମସ୍କ ଏକ ବଡ ଭବିଷ୍ୟବାଣୀ କରିଛନ୍ତି । ଯାହାକୁ ନେଇ ମନରେ ଛନକା ପଶିଛି । କାଲିଫୋର୍ଣ୍ଣିଆର ଏକ କୋର୍ଟରେ ସେ ଏଆଇର ଭବିଷ୍ୟକୁ ନେଇ ବଡ ଚେତାବନୀ ଦେଇଛନ୍ତି । ଓପନ ଏଆଇ ସହିତ ଚାଲିଥିବା ନ୍ୟାୟିକ ଲଢ଼େଇରେ ଟେସଲା ଓ ସ୍ପେଶ ଏକ୍ସର…