ଆଇପିଏଲ ୨୦୨୬: ପ୍ଲେ ଅଫରେ ରାଜସ୍ଥାନ, ଚୂଡାନ୍ତ ହେଲା କାର୍ଯ୍ୟସୂଚୀ
ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ଏବେ ଶେଷ ପର୍ଯ୍ୟାୟରେ ପଂହଚିଛି । ରବିବାର ରାଜସ୍ଥାନ ରୟାଲ୍ସ ୪ର୍ଥ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିଛି । ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର, ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟାନ୍ସ ପ୍ଲେ ଅଫକୁ ଉନ୍ନୀତ ହୋଇଥିଲେ । କ୍ୱାଲିଫାୟର ୧ରେ ଆରସିବି ଓ…