କୁଲଗାମରେ ଆତଙ୍କବାଦୀ ହମ୍ଲା; ୨ ଶ୍ରମିକ ମୃତ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଶ୍ରୀନଗର: ଜାମ୍ମୁ କଶ୍ମୀର କୁଲଗାମରେ ଆତଙ୍କବାଦୀ ଅକ୍ରମଣରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଗୁରୁତର ଦ୍ବିତୀୟ ପ୍ରବାସୀ ଶ୍ରମିକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। କାଲି ଜଣଙ୍କ ମୃତ୍ୟୁ ହୋଇଥିଲା। ଉଭୟଙ୍କ ଘର ଛତିଶଗଡ଼ରେ ଥିବା ଜଣାପଡିଛି। ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ୍…