ଗୁରୁ କଲେ ଏମିତି ଲଜ୍ଜାଜନକ କାମ! ଥାନାରେ ପହଞ୍ଚିଲେ ଶିକ୍ଷୟିତ୍ରୀ, ଜାଣନ୍ତୁ କ’ଣ ଥିଲା ପୂରା ଘଟଣା…
ଭଦ୍ରକ: ପୁଣି ଥରେ ଶିକ୍ଷା ମନ୍ଦିରରେ ଲାଗିଛି କଳଙ୍କର ଛିଟା। ଯେଉଁ ବ୍ୟକ୍ତିଙ୍କ ଉପରେ ସ୍କୁଲର ଶୃଙ୍ଖଳା ଏବଂ ସୁରକ୍ଷାର ଦାୟିତ୍ୱ ନ୍ୟସ୍ତ ଥାଏ, ସେହି ବ୍ୟକ୍ତି ଏବେ ଏକ ସଙ୍ଗୀନ ଅଭିଯୋଗରେ ଛନ୍ଦି ହୋଇଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଧିନରେ ଥିବା ଏକ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ…