ଶ୍ରୀଲଙ୍କା ଗସ୍ତ କରିବ ଟିମ୍ ଇଣ୍ଡିଆ: ଅଗଷ୍ଟ ୧୫ରୁ ଖେଳାଯିବ ୨ଟି ଟେଷ୍ଟ
କଲମ୍ବୋ: ଭାରତୀୟ କ୍ରିକେଟ୍ ଦଳ ଆଉ ଥରେ ଶ୍ରୀଲଙ୍କା ମାଟିରେ ଟେଷ୍ଟ କ୍ରିକେଟ୍ ଖେଳିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ୧୫ରୁ ୨୭ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ଏହି ସିରିଜ କେବଳ ଦ୍ୱିପାକ୍ଷିକ ସିରିଜ୍ ମଧ୍ୟରେ ସୀମିତ ନୁହେଁ, ବରଂ…