ଦିଲ୍ଲୀ ଓ ମୁମ୍ବାଇରେ ATF ଉପରୁ ଟିକସ ହ୍ରାସ, ବିମାନ ଟିକେଟ ଉପରେ ପଡ଼ିବ କି ପ୍ରଭାବ
ନୂଆଦିଲ୍ଲୀ: ଦେଶର ଦୁଇଟି ବୃହତ୍ତମ ବିମାନ କେନ୍ଦ୍ର ଦିଲ୍ଲୀ ଏବଂ ମୁମ୍ବାଇରେ ବିମାନ ଟର୍ବାଇନ୍ ଇନ୍ଧନ (ATF) ଉପରେ ଟିକସ ହ୍ରାସ କରାଯାଇଛି।
ଦିଲ୍ଲୀ ସରକାର ଛଅ ମାସ ପାଇଁ ATF ଉପରେ VAT ୨୫ ପ୍ରତିଶତରୁ ୭ ପ୍ରତିଶତକୁ ହ୍ରାସ କରିଛନ୍ତି। ଯେତେବେଳେ କି ମହାରାଷ୍ଟ୍ର ସରକାର ମୁମ୍ବାଇରେ…