ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ: MEA
ନୂଆଦିଲ୍ଲୀ: ସୀମାପାର ଆତଙ୍କବାଦ ବନ୍ଦ ନହେବା ପର୍ଯ୍ୟନ୍ତ ସିନ୍ଧୁ ନଦୀ ଜଳ ଚୁକ୍ତିନାମା ସ୍ଥଗିତ ରହିବ। ଭାରତ ଶୁକ୍ରବାର ଦିନ ତିସ୍ତା ନଦୀ ପ୍ରକଳ୍ପ ଏବଂ ସିନ୍ଧୁ ଜଳ ଚୁକ୍ତିନାମା ଉପରେ ନିଜର ସ୍ଥିତି ସ୍ପଷ୍ଟ କରିଛି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ବାଂଲାଦେଶ ସହିତ ବିକାଶ…