Latest Odisha News

BREAKING NEWS

Yearly Archives

2026

ନିଖୋଜ ଥିବା ଦମ୍ପତିଙ୍କ ଗଳିତ ମୃତଦେହ ଉଦ୍ଧାର;୫ ଅଟକ

କେନ୍ଦୁଝର: ଦୈତାରୀ ଥାନା ଅଧୀନ ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଗତ କିଛି ଦିନ ଧରି ନିଖୋଜ ଥିବା ଏକ ଦମ୍ପତିଙ୍କ ଗଳିତ ମୃତଦେହ ଏକ ପରିତ୍ୟକ୍ତ କୂଅ ମଧ୍ୟରୁ ଉଦ୍ଧାର ହୋଇଛି । ବଳିପର୍ବତ ଗାଁ ସ୍କୁଲ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ଖଗେଶ୍ବର ସୋରେନ୍‌ (୪୭) ଓ…

podampeta beach: ପୋଡମପେଟାରେ କୂଳ ଲଙ୍ଘୁଛି ସମୁଦ୍ର; ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ହସ୍ତକ୍ଷେପ ଲୋଡ଼ିଲେ ବିଧାୟକ

ଗଞ୍ଜାମ:ଗଞ୍ଜାମ ବ୍ଲକର ପୋଡ଼ମପେଟା ଗାଁରେ ସମୁଦ୍ର କୂଳ ଲଙ୍ଘୁଛି । ପୋଡ଼ମପେଟା ସମେତ ୧୭ ଖଣ୍ଡ ଗାଁ ସମୁଦ୍ର ଗର୍ଭରେ ଲୀନ ହୋଇଯିବା ଆଶଂକା ରହିଛି । ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ପ୍ରତିନିଧି ଏବଂ ପ୍ରଶାସନ ତରଫରୁ ବ୍ୟାପକ ସକାରାତ୍ମକ ପ୍ରୟାସ ଆରମ୍ଭ…

କାର୍ ଦୁର୍ଘଟଣା ସମୟରେ ଏୟାରବ୍ୟାଗ୍ ଆମ ଜୀବନ କିପରି ରକ୍ଷା କରେ

ଭୁବନେଶ୍ୱର: ଆଜିକାଲି କାର୍ କିଣିବା ବେଳେ ଲୋକେ ସବୁଠାରୁ ଅଧିକ ଗୁରୁତ୍ୱ ସୁରକ୍ଷା ବା ସେଫ୍ଟି ଫିଚର୍ସ ଉପରେ ଦେଉଛନ୍ତି। ଆଉ ସୁରକ୍ଷା କଥା ଉଠିଲେ ପ୍ରଥମେ ମନକୁ ଆସେ ‘ଏୟାରବ୍ୟାଗ୍’ (Airbag)। ଆପଣ ନିଜ କାର୍ ଚଲାଉଥିବା ବେଳେ କେବେ ଭାବିଛନ୍ତି କି, ଦୁର୍ଘଟଣା ଘଟିବାର ଆଖିପିଛୁଳାକେ ଏହି…

ମୌସୁମୀ ଅଧିବେଶନ ପୂର୍ବରୁ କମ୍ପିବ ଦିଲ୍ଲୀ ଦରବାର: କାହାର ଯିବ ମନ୍ତ୍ରୀ ପଦ, କିଏ ପାଇବେ ‘ସୁପର ରୋଲ୍’?

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ରାଜନୈତିକ କରିଡରରେ ଏବେ ଏକ ବଡ଼ ଚର୍ଚ୍ଚା ଜୋର ଧରିଛି। ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳ କରିବାକୁ ଯାଉଛନ୍ତି। ଏହି ସମ୍ଭାବ୍ୟ କ୍ୟାବିନେଟ୍ ବିସ୍ତାରକୁ ନେଇ ଅନେକ…

ରାମ ମନ୍ଦିର ପ୍ରସଙ୍ଗ; ଦାନ ଅର୍ଥ ଫେରସ୍ତ ପାଇଁ ଦାବି କରିବେ ଦିଗବିଜୟ ସିଂହ, ୧.୧୧ ଲକ୍ଷ ଦେଇଥିଲେ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ରାମ ମନ୍ଦିର ଦାନ ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସେ ଅଯୋଧ୍ୟା କୋର୍ଟରେ ଏକ ମାମଲା ଦାୟର କରିବେ ଏବଂ ପାଣ୍ଠିର ଅପବ୍ୟବହାର ଓ ଆତ୍ମସାତକୁ ଉଲ୍ଲେଖ କରି ରାମ ମନ୍ଦିର…

Puri Rath Yatra: ବିଶ୍ୱପ୍ରସିଦ୍ଧ ରଥଯାତ୍ରରେ ବଢ଼ିବ ବସ୍ ସଂଖ୍ୟା;ଧାର୍ଯ୍ୟ ଭଡ଼ାଠୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର:ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ସୁଗମ ପରିବହନ, ସୁରକ୍ଷିତ ଯାତାୟାତ ଏବଂ ଟ୍ରାଫିକ୍‌ର ସୁପରିଚାଳନା ‎ନିମନ୍ତେ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ‎ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ‎ବୈଠକ…

ରାସ୍ତା ମଝିରେ ହଠାତ୍ ବନ୍ଦ ହୋଇଯାଉଛି ଇ-ରିକ୍ସା! ଖେଳୁଆଡ଼ ମନୋଭାବ ପଡ଼ିବ ମହଙ୍ଗା, ୭ଟି ଆପ୍ ହଟାଇବାକୁ କେନ୍ଦ୍ରର…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭ୍ୟୁଜ୍ ଏବଂ ଲାଇକ୍ ପାଇବା ପାଇଁ ଆଜିକାଲି ଲୋକେ କିଛି ବି କରିବାକୁ ପଛାଉନାହାନ୍ତି। ନିକଟରେ ଇଣ୍ଟରନେଟ୍‌ରେ ଏକ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଥିଲା, ଯେଉଁଥିରେ କିଛି ଯୁବକ ରାସ୍ତାରେ ଯାଉଥିବା ଇ-ରିକ୍ସାଗୁଡ଼ିକୁ ନିଜ ମୋବାଇଲ୍ ଆପ୍ ଜରିଆରେ ହଠାତ୍ ବନ୍ଦ…

Module of Jaish-e-Mohammed: ଆତଙ୍କୀ ଷଡଯନ୍ତ୍ର ପଣ୍ଡ! ଜୈଶ-ଏ-ମହମ୍ମଦର ୮ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଗୁଜୁରାଟ ଆଣ୍ଟି-ଟେରୋରିଷ୍ଟ ସ୍କ୍ବାଡ୍ (ATS) ଏକ ବଡ଼ ସଫଳତା ହାସଲ କରିଛି। ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ଗୁଜୁରାଟ ATS ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଆଠ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ସୁରକ୍ଷା ଏଜେନ୍ସିଗୁଡ଼ିକୁ ରାଜ୍ୟରେ…

କେତନ ହତ୍ୟାକାଣ୍ଡରେ ନୂଆ ଟ୍ୱିଷ୍ଟ: ସିୟା ଓ ଚେତନଙ୍କ ସିକ୍ରେଟ୍ ‘କୋଡ୍’ ଚାଟ୍ ଖୋଲିବ କି ହତ୍ୟାର ଗୁମର?

ପୁଣେ: ପୁଣେର ଚର୍ଚ୍ଚିତ ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପୋଲିସ ହାତରେ ଲାଗିଛି ଏକ ବଡ଼ ସୁରାଗ। ଅଭିଯୁକ୍ତ ପ୍ରେମୀଯୁଗଳ ସିୟା ଗୋଏଲ ଏବଂ ଚେତନ ଚୌଧୁରୀ ନିଜ ଭିତରେ କଥାବାର୍ତ୍ତା ହେବା ପାଇଁ ସାଧାରଣ ଭାଷା ବଦଳରେ କିଛି ସ୍ୱତନ୍ତ୍ର ‘କୋଡ୍ ୱାର୍ଡ’ ବ୍ୟବହାର କରୁଥିଲେ ବୋଲି ପୋଲିସ…

Lightning strike:ବରଯାତ୍ରୀଙ୍କ ପାଇଁ କାଳ ହେଲା ବଜ୍ରପାତ;ଜଣେ ମୃତ, ୨ ଗୁରୁତର

ଢେଙ୍କାନାଳ: ବରଯାତ୍ରୀ ଯାଉଥିବା ବେଳେ ଅଘଟଣ । ବଜ୍ରପାତ ଘଟି ଜଣେ ମୃତ ଓ ୨ ଜଣ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଝୁମ୍ପୁଡ଼ିଆରେ । ମୃତକ ହେଲେ କୋଇଲିପଙ୍ଗି ଗାଁର ଅମିନ ବେହେରା ( ୫୨)। ଗୁରୁତର ତପନ ଜେନା, ମନୋଜ ଦେହୁରୀଙ୍କୁ ସଙ୍ଗେ ସଙ୍ଗେ…