Latest Odisha News

BREAKING NEWS

Yearly Archives

2026

ଓଡ଼ିଶା SIR: ୧୦ ଜଣ ବରିଷ୍ଠ IAS ଅଧିକାରୀ ‘ଭୋଟର ତାଲିକା ପର୍ଯ୍ୟବେକ୍ଷକ’ ଭାବେ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଓଡ଼ିଶାର ୧୦ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ 'ଭୋଟର ତାଲିକା ପର୍ଯ୍ୟବେକ୍ଷକ' (Electoral Roll Observer) ଭାବେ ନିଯୁକ୍ତ…

ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଫାଇନାଲ

ନୂଆଦିଲ୍ଲୀ: ଚଳିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଦୁଇ ଶକ୍ତିଶାଳୀ ଟିମ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଜୁଲାଇ ୫ରେ ଲର୍ଡସ ଗ୍ରାଉଣ୍ଡରେ ଟାଇଟଲ ମୁକାବିଲା ଖେଳାଯିବ । ପ୍ରଥମ ସେମିଫାଇନାଲରେ ୬ ଥର ଚାମ୍ପିୟନ ଅଷ୍ଟ୍ରେଲିଆ ଟିମ ୱେଷ୍ଟଇଣ୍ଡିଜକୁ ହରାଇଥିବା ବେଳେ…

ଭାରତ-ପାକିସ୍ତାନ ମଧ୍ୟରେ ବନ୍ଦୀମାନଙ୍କ ତାଲିକାର ଆଦାନ-ପ୍ରଦାନ; ଜାଣନ୍ତୁ ପାକ୍ ଜେଲ୍‌ରେ ଅଛନ୍ତି କେତେ ଭାରତୀୟ…

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ କୂଟନୈତିକ ମାଧ୍ୟମରେ ପରସ୍ପରର ହେପାଜତରେ ଥିବା ସାଧାରଣ କଏଦୀ ଏବଂ ମତ୍ସ୍ୟଜୀବୀଙ୍କ ତାଲିକା ଆଦାନପ୍ରଦାନ କରିଛନ୍ତି । ଏହି ପ୍ରକ୍ରିୟା ପ୍ରତିବର୍ଷ ଜାନୁଆରୀ ୧ ଏବଂ ଜୁଲାଇ ୧ରେ ଦୁଇ ଦେଶ ମଧ୍ୟରେ ହୋଇଥିବା କନସୁଲାର ଆକ୍ସେସ୍ ଚୁକ୍ତିନାମା ଅନୁଯାୟୀ…

ଟିଏମସି କାହାର? ମମତା ବନାମ ରିତାବ୍ରତଙ୍କ ଲଢ଼େଇ ମଧ୍ୟରେ ନିର୍ବାଚନ କମିଶନଙ୍କ ପଦକ୍ଷେପ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ଏବେ ଘମାଘୋଟ ଲଢେଇ। ତୃଣମୂଳ କଂଗ୍ରେସ ବା ଟିଏମସି ପ୍ରକୃତରେ କାହାର? ଏହି ପ୍ରଶ୍ନ ଏବେ ଦେଶର ରାଜନୈତିକ କରିଡରରେ ହଇଚଇ ସୃଷ୍ଟି କରିଛି। ଦଳର ମଙ୍ଗ ଧରିଥିବା ମମତା ବାନାର୍ଜୀ ଏବଂ ବିଦ୍ରୋହୀ ନେତା ରିତାବ୍ରତ ବାନାର୍ଜୀଙ୍କ ମଧ୍ୟରେ ଚାଲିଥିବା ‘ଟିଏମସି…

ବଢ଼ିଲା ନବୀନ-ପାଣ୍ଡିଆନଙ୍କ ଅଡୁଆ, ଉଭୟଙ୍କୁ କୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ଅଡୁଆ ପୁଣି ବଢ଼ିଛି। ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ଙ୍କ ପକ୍ଷରୁ ଉଭୟଙ୍କୁ ନୋଟିସ୍‌ ଜାରି ହୋଇଛି। ୧୫ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ…

ଦେଶର ଅର୍ଥନୀତି ସୁଧାରିବାକୁ ଜର୍ମାନୀ ସରକାର ଆଣୁଛନ୍ତି ବଡ଼ ସଂସ୍କାର, କର୍ମଚାରୀ ହେବେ ପ୍ରଭାବିତ..

ବର୍ଲିନ୍: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜର୍ମାନୀ ସରକାର ଏବେ କର୍ମକ୍ଷେତ୍ରର ନିୟମ ଏବଂ ଛୁଟି ପ୍ରକ୍ରିୟାରେ ବଡ଼ ଧରଣର ସଂଶୋଧନ କରିବାକୁ ଯାଉଛନ୍ତି । ନୂତନ ନିୟମ ଅନୁଯାୟୀ, ଯଦି କେହି କର୍ମଚାରୀ ଅସୁସ୍ଥ ହୁଅନ୍ତି ତେବେ କେବଳ ଫୋନ୍ କଲ୍ କିମ୍ବା ମେସେଜ୍ ମାଧ୍ୟମରେ ସୂଚନା ଦେଲେ ଆଉ…

ଓଡ଼ିଶା-ଜାପାନ ସମ୍ପର୍କ ବୃଦ୍ଧିକୁ ଗୁରୁତ୍ୱ, ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ରାଜ୍ୟରେ ହେବ ବ୍ୟାପକ ବିଦେଶୀ ପୁଞ୍ଜିନିବେଶ

ଭୁବନେଶ୍ବର: ଜାପାନର ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ଓଡ଼ିଶାରେ ଅଧିକ ବିଦେଶୀ ପୁଞ୍ଜି ନିବେଶ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏଭଳି ଆଲୋଚନା ଅନେକ ଗୁରୁତ୍ବ ବହନ କରୁଛି । ଆକ୍ମେ ଗ୍ରୁପର ଅଧ୍ୟକ୍ଷ ମନୋଜ ଉପାଧ୍ୟୟ, IHI କର୍ପୋରେସନର ସଭାପତି ହିରୋସି…

କୃଷି ବିଭାଗ ପକ୍ଷରୁ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ୪ଟି ନିଗମ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ୪ଟି ନିଗମ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ସେଗୁଡିକ ହେଲା, ଓଡ଼ିଶା କୃଷି ଶିଳ୍ପ ନିଗମ (OAIC), ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜିଲଗାଣ ନିଗମ (APICOL), ଓଡ଼ିଶା ରାଜ୍ୟ ବିହନ ନିଗମ…

ଖୋଲିଲା SCERT ଏବଂ ଓସେପା ୱେବସାଇଟ୍, ଅନ୍‌ଲାଇନ୍‌ରେ ଅପଲୋଡ ହେଲା ସଂଶୋଧିତ ପୁସ୍ତକ

ଭୁବନେଶ୍ଵର: ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ଶିକ୍ଷା ବର୍ଷ ୨୦୨୬-୨୭ରୁ ନୂତନ ଭାବରେ ପ୍ରସ୍ତୁତ ପାଠ୍ୟପୁସ୍ତକଗୁଡ଼ିକରେ ଥିବା ତ୍ରୁଟି ସଂଶୋଧନ କରାଯିବ। ହେଲେ ଏବେ SCERT ଏବଂ ଓସେପା ୱେବସାଇଟ୍ ଖୋଲିଛି। ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂଶୋଧିତ…

ନିୟନ୍ତ୍ରଣ ହରାଇ ଘାଟିକୁ ଖସିଲା ଯାତ୍ରୀବାହୀ ବସ୍; ଚାଲିଗଲା ୪୦ ଜଣଙ୍କ ଜୀବନ, ୮ ଆହତ

ଇସଲାମବାଦ: ପାକିସ୍ତାନର ଖାଇବର ପଖତୁନଖ୍ବାରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଯେଉଁଥିରେ ୪୦ ଜଣ ଯାତ୍ରୀଙ୍କର ଜୀବନ ଯାଇଥିବାବେଳେ, ୮ ଜଣ ଆହତ ହୋଇଛନ୍ତି । ବସ୍‌ଟି ୪୮ ଜଣ ଯାତ୍ରୀଙ୍କୁ ଧରି କ୍ବଏଟାରୁ ଇସଲାମାବାଦ ଯାଉଥିଲା । ବସ୍‌ ରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବା…