Latest Odisha News

BREAKING NEWS

Yearly Archives

2026

ଶିକ୍ଷା ଓ ବିଶ୍ୱ ମାନବିକ ନେତୃତ୍ୱ ବିକାଶ କ୍ଷେତ୍ରରେ କିସ୍‍ କାର୍ଯ୍ୟକୁ ପ୍ରଶଂସା, ଅଚ୍ୟୁତ ସାମନ୍ତ ଆମେରିକାରେ…

ଭୁବନେଶ୍ୱର: କିସ୍‍ ଜରିଆରେ ଜନଜାତି ସଶକ୍ତିକରଣ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ମୋଣ୍ଟାନା ଷ୍ଟେଟ୍ ୟୁନିଭରସିଟିର ନେଟିଭ୍ ଆମେରିକାନ ଷ୍ଟଡିଜ୍‍ ବିଭାଗ ପକ୍ଷରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ବିଶେଷ ସ୍ୱୀକୃତି ସହ ସମ୍ମାନୀତ କରାଯାଇଛି। ମାନବିକତା ଏବଂ ଶିକ୍ଷା…

ପୁଣି ରାଜଧାନୀରେ ବୁଲିଲା ଖଣ୍ଡା, ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଅଶାନ୍ତ ହୋଇପଡିଛି ରାଜଧାନୀ ଭୁବନେଶ୍ୱର। ହିଂସା ଥମିବାରେ ନାଁ ନେଉନି। ଗତ କିଛି ଦିନ ହେବ ଅପରାଧ ବଢିଯାଇଛି। ପୂର୍ବ ଶତ୍ରୁତାକୁ ନେଇ ପୁଣି ରାଜଧାନୀରେ ବୁଲିଲା ଖଣ୍ଡା। ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ଧଉଳି ଥାନା…

Petrol-Diesel Price Hike: ଦେଶରେ ମହଙ୍ଗା ହେଲା ପେଟ୍ରୋଲ ଏବଂ ଡିଜେଲ, ଲାଗୁ ହେଲା ନୂଆ ଦର

ନୂଆଦିଲ୍ଲୀ: ଯାହାର ଭୟ ଥିଲା ଶେଷରେ ତାହା ଘଟିଛି। ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହଠାତ୍ ବୃଦ୍ଧି ପାଇଛି। ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁଁ ଇନ୍ଧନ ଯୋଗାଣର ଅଭାବ ଦେଖାଯାଇଛି। ଗ୍ରାହକମାନଙ୍କୁ ଏହାର ବର୍ଦ୍ଧିତ ମୂଲ୍ୟର ବୋଝ ମଧ୍ୟ ବହନ କରିବାକୁ ପଡୁଛି। ଗତ କିଛି ଦିନ ଧରି ଯେପରି ଅନୁମାନ…

ରାଜ୍ୟରେ ଆହୁରି ବଢିବ ତାତିର ପ୍ରକୋପ, ୬ ଜିଲ୍ଲାକୁ କାଳବୈଶାଖୀ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଏବେ ପ୍ରକୃତିର ଦ୍ଵିବିଧ ରୂପ ଦେଖିବାକୁ ମିଳୁଛି। ଦିନରେ ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ସନ୍ଧ୍ୟା ନଇଁଲେ କାଳବୈଶାଖୀର ତାଣ୍ଡବ ସବୁକିଛି ଛିନଛତ୍ର କରିଦେଉଛି। ରାଜ୍ୟରେ ଆଗକୁ ତାତି ବଢ଼ିପାରେ। ୨ଦିନରେ ଦିନ ତାପମାତ୍ରା ୨ରୁ ୩…

Odisha’s Amrapalli Mangoes:ଓଡ଼ିଶାରୁ ଟନ୍ ଟନ୍ ଆମ୍ବ ଗଲା ଲଣ୍ଡନ; ଆଗକୁ ଜର୍ମାନୀ,ଫ୍ରାନ୍ସ …

ଢେଙ୍କାନାଳ: ଦେଶ ବିଦେଶରେ ଢେଙ୍କାନାଳ ଆମ୍ବର ଚାହିଦା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଆମ୍ରପଲ୍ଲୀ ଆମ୍ବ ଲଣ୍ଡନକୁ ରପ୍ତାନୀ ହୋଇଛି । ଢେଙ୍କାନାଳରୁ ସିଧା ଲଣ୍ଡନକୁ ପଠାଯାଇଛି ୧ ଟନ୍ ପ୍ରିମିୟମ୍ ଆମ୍ରପଲ୍ଲୀ ଆମ୍ବ। ଚଳିତ ବର୍ଷ ଓଡ଼ିଶାରୁ ପ୍ରଥମକରି ଢେଙ୍କାନାଳରୁ ଆମ୍ବ…

Apartment Registration:ସରଳ ହେଲା ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ପ୍ରକ୍ରିୟା;କେବଳ ୫% ଷ୍ଟାମ୍ପ ଦେୟ ପଡ଼ିବ

ଭୁବନେଶ୍ଵର:ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟା ହେଲା ସରଳ । ଆପାର୍ଟମେଣ୍ଟ ପଞ୍ଜିକରଣ ସରଳୀକରଣ ପାଇଁ ଭାରତୀୟ ଷ୍ଟାମ୍ପ ଅଧିନିୟମରେ ସଂଶୋଧନ ଅଧ୍ୟାଦେଶ ଜାରି ହୋଇଛି । କମିଲା ଆପାର୍ଟମେଣ୍ଟ ଷ୍ଟାମ୍ପ ଡ୍ୟୁଟି । ଏହି ସଂଶୋଧନ ବଳରେ ଆପାର୍ଟମେଣ୍ଟରେ ଥିବା ସାଧାରଣ କ୍ଷେତ୍ର ଓ ସୁବିଧା ଗୁଡ଼ିକର…

LawAndOrderReview:ଆଇନଶୃଙ୍ଖଳା ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା;ସଂଗଠିତ ଅପରାଧକୁ ନିୟନ୍ତ୍ରଣ କରିବାକୁ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ସଂଗଠିତ ଅପରାଧକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବାକୁ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀଙ୍କ ମଧ୍ୟରେ ଭୟ ସୃଷ୍ଟି କରି ପୋଲିସ ସାଧାରଣ…

ଆଇପିଏଲ: ବିପଦରେ ଏହି ୩ କ୍ରିକେଟେରଙ୍କ ଅଧିନାୟକ ପଦ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ, କୋଲକତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଏହି ୩ ଦଳର ଅଧିନାୟକ ଆଇପିଏଲର ଆଗାମୀ ସଂସ୍କରଣ ସେମାନଙ୍କ ପଦ ହରାଇବା ଏକ ପ୍ରକାର ନିଶ୍ଚିତ ହୋଇଛି । ସେମାନେ ହେଲେ ରିଷଭ ପନ୍ତ, ଅଜିଙ୍କ୍ୟ ରାହାନେ…

ନିରାଡମ୍ବର ଭାବେ ପାଳନ ହେବ ବିଜେପି ସରକାରର ୨ ବର୍ଷ ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର: ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି ଦେଶ। ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ନିରାଡମ୍ବର ଭାବେ ପାଳିବାକୁ ନିଷ୍ପତ୍ତି ନିଆଯାଇଛି। ହଠାତ୍ ୫ ମନ୍ତ୍ରୀଙ୍କୁ ଡାକି ବିଜେପି ସରକାରଙ୍କ ୨ ବର୍ଷର ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି…

NEET-UG 2026:ପେପର ଲିକ୍ ଘଟଣା;ଆଉ ୨ଜଣକୁ ବାନ୍ଧିଲା ସିବିଆଇ,୨୪ ଘଣ୍ଟାରେ ୧୪ଟି ସ୍ଥାନରେ ଚଢାଉ

ନୂଆଦିଲ୍ଲୀ: ନିଟ୍ ୟୁଜି-୨୦୨୬ ପରୀକ୍ଷାରେ ଅନିୟମିତତା ଓ ପେପର ଲିକ୍ ଘଟଣା । ଆଉ ଦୁଇ ଜଣଙ୍କୁ ମହାରାଷ୍ଟ୍ରରୁ ସିବିଆଇ ଗିରଫ କଲା । ଏହାକୁ ମିଶାଇ ୭ ଛୁଇଁଲା ମୋଟ ଗିରଫଦାରୀ ସଂଖ୍ୟା । ଚଢ଼ାଉ ସମୟରେ ସମୟରେ ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ୍ ଫୋନ୍ ସମେତ ଅନେକ ଗୁଡିଏ ଅପରାଧିକ ସାମଗ୍ରୀ ଏବଂ…