୧୦ ଟଙ୍କାର ଝାଲମୁଢ଼ିରେ ଭୋଟ୍? ଭୋଟ୍ ପୂର୍ବରୁ ବେଙ୍ଗଲ ରାଜନୀତିରେ ନୂଆ ଚର୍ଚ୍ଚା
ନୂଆଦିଲ୍ଲୀ/କୋଲକାତା: ଗୁରୁବାର ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ମତଦାନ। ୧୫୨ଟି ବିଧାନସଭା ଆସନରେ ହେବ ମତଦାନ। ପ୍ରଚାର ଥମିଯାଇଛି, ଏବେ ଅପେକ୍ଷା ଗୁରୁବାର ମତଦାନକୁ। ଏହା ପୂର୍ବରୁ କିନ୍ତୁ ଚର୍ଚ୍ଚାର ଖୋରାକ ଯୋଗାଇଛି ପ୍ରଚାର ବେଳେ ପ୍ରଧାନମନ୍ତ୍ରୀଙ୍କ ଝାଲମୁଢି।
ରାଜନୀତିରେ କେବଳ…