Maoist dumps: ମାଓ ଡମ୍ପ ଠାବ; ଅସ୍ତ୍ରଶସ୍ତ୍ର ସହ ୨୪ ଲକ୍ଷ ନଗଦ ଜବତ
ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ହାସଲ କରିଛନ୍ତି। ନକ୍ସଲ ବିରୋଧୀ ଅଭିଯାନର ଅଂଶ ସ୍ୱରୂପ ଚାଲିଥିବା ସର୍ଚ୍ଚ ଅପରେସନ୍ ସମୟରେ ଓରଛା ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଟେକଲା ଜଙ୍ଗଲ-ପାହାଡ଼ି ଅଞ୍ଚଳରୁ ଏକ ମାଓ ଡମ୍ପ ଉଦ୍ଧାର…