ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ: ଏନଡିଏରେ ସାମିଲ ହେବାକୁ ଦୁଇ ଏନସିପି ଗୋଷ୍ଠୀଙ୍କୁ ବିଜେପିର ବଡ଼ ଅଫର୍
ମୁମ୍ବାଇ/ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବା ପାଇଁ ଆବଶ୍ୟକୀୟ ଦୁଇ ତୃତୀୟାଂଶ ବହୁମତ (୩୬୦ ଆସନ) ଜୁଟାଇବାକୁ କସରତ କରୁଥିବା ବିଜେପି ଏବେ ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଗୋଟି ଚାଳନା କରିଛି। ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ ବା…