Latest Odisha News

BREAKING NEWS

Yearly Archives

2026

ଭିଜିଲାନ୍ସ ଜାଲରେ ସମ୍ବଲପୁର CADAର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ୭ଟି ସ୍ଥାନରେ ରେଡ୍‌

ସମ୍ବଲପୁର: ଓଡ଼ିଶା ଭିଜିଲାନ୍ସ ବିଭାଗ ସମ୍ବଲପୁର ଡିଭିଜନର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି (CADA)ର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ସମ୍ପତ୍ତି ଉପରେ ମଙ୍ଗଳବାର ଦିନ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି। ଜ୍ଞାତ ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ସଂଗ୍ରହ କରିଥିବା ଅଭିଯୋଗ ପରେ…

ତାମିଲନାଡୁରେ ଜୀବନ ନେଲା ବିଷାକ୍ତ ଗ୍ୟାସ୍: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, କେନ୍ଦୁଝରରେ କାନ୍ଦବୋବାଳି

ଭୁବନେଶ୍ୱର: ପେଟ ପାଇଁ ଦାଦନ ଖଟିବାକୁ ସୁଦୂର ତାମିଲନାଡୁ ଯାଇଥିବା ଓଡ଼ିଶାର ଶ୍ରମିକଙ୍କ ମୁଣ୍ଡ ଉପରେ ଚଡ଼କ ପଡ଼ିଛି। ତାମିଲନାଡୁର ତିରୁଭାଲୁର ଜିଲ୍ଲାରେ ଘଟିଥିବା ସୀ-ଫୁଡ୍ କାରଖାନାରେ ବିଷାକ୍ତ ଆମୋନିଆ ଗ୍ୟାସ୍ ଲିକ୍‌ ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ସବୁଠାରୁ ଦୁଃଖଦ ବିଷୟ…

ବିଦ୍ୟୁତ ଚାହିଦା ବୃଦ୍ଧିରେ ଦେଶରେ ୧୬ତମ ସ୍ଥାନରେ ଓଡ଼ିଶା: ଜାତୀୟ ତାଲିକାର ଶୀର୍ଷରେ ଝାଡ଼ଖଣ୍ଡ

ଭୁବନେଶ୍ୱର: ବିଗତ କିଛି ବର୍ଷ ମଧ୍ୟରେ ସମଗ୍ର ଦେଶରେ ଶିଳ୍ପାୟନ, ସହରୀକରଣ ଏବଂ ଘରୋଇ ବ୍ୟବହାର ବଢ଼ିବା ସହିତ ବିଦ୍ୟୁତର ସର୍ବୋଚ୍ଚ ଚାହିଦା ବେଶ୍ ବୃଦ୍ଧି ପାଇଛି। କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷ ଏବଂ ଇଣ୍ଡିଆ ଗ୍ରୀଡ୍‌ ପକ୍ଷରୁ ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୫ ବର୍ଷ…

ବେରୋଜଗାରଙ୍କ ପାଇଁ ‘ଭରସା ଯୋଜନା’; ମାସକୁ ମିଳିବ ୩ ହଜାର..

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବିଜେପି ସରକାର ରାଜ୍ୟର ବେରୋଜଗାରଙ୍କୁ ସାହାଯ୍ୟ କରିବା ପାଇଁ ବଜେଟରେ "ଭରସା" ଯୋଜନା ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ସ୍ୱପନ ଦାସଗୁପ୍ତା କହିଛନ୍ତି ଯେ "ଭରସା" ଯୋଜନା ଅଧୀନରେ ୧୦୦,୦୦୦ରୁ କମ୍ ବାର୍ଷିକ ଆୟ…

ସବୁଜିମାରେ ହସିବ ରାଜଧାନୀର ‘ଜନପଥ’: ସ୍ମାର୍ଟ ମେକଓଭର ପାଇଁ ବିଡିଏର ବଡ଼ ପ୍ରସ୍ତୁତି

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରର ସବୁଠାରୁ ପ୍ରମୁଖ ତଥା ବ୍ୟସ୍ତବହୁଳ ରାସ୍ତା ‘ଜନପଥ’ର ରୂପରେଖ ବଦଳିବାକୁ ଯାଉଛି। ରାଜଧାନୀର ଏହି ପ୍ରାଣକେନ୍ଦ୍ରକୁ ଏକ ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ ତଥା ସବୁଜ ସୁନ୍ଦର କରି ଗଢ଼ିତୋଳିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏକ ବୃହତ ଯୋଜନା…

କତାରରେ ଭୟଙ୍କର ବିସ୍ଫୋରଣ; ୧୨ ଭାରତୀୟଙ୍କ ସମେତ ୧୩ ମୃତ

ଦୋହା: କତାରର ରାସ ଲାଫାନ ତରଳ ପ୍ରାକୃତିକ ଗ୍ୟାସ (LNG) କମ୍ପ୍ଲେକ୍ସରେ ଏକ ବଡ଼ ବିସ୍ଫୋରଣରେ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ଦୋହାରେ ଥିବା ଭାରତୀୟ ଦୂତାବାସ ମୃତ୍ୟୁ ସଂଖ୍ୟାକୁ ସ୍ପଷ୍ଟ କରିଛି। ଯାହା ଫଳରେ ମୋଟ ସଂଖ୍ୟା ୧୩ରେ ପହଞ୍ଚିଛି। ଦୂତାବାସ ପୀଡିତଙ୍କ ପରିବାର ପ୍ରତି…

କଟକ-ତ୍ରିଶୂଳିଆ ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ

କଟକ: କଟକ ତ୍ରିଶୂଳିଆ ବ୍ରିଜରେ ଏକ ହାଇଭା ଟ୍ରକ୍ ଏକ କାରକୁ ଧକ୍କା ଦେବା ପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବାରଙ୍ଗା ପୋଲିସ ହାଇଭା ଗାଡ଼ିଟିକୁ ଜବତ କରି…

ଟେଲିଗ୍ରାମ ବ୍ୟାନ ପରେ VPN ଆପ୍ ମୁହାଁ ୟୁଜର୍ସ, ଦିନକରେ ଲକ୍ଷେ ଡାଉନଲୋଡ

ନୂଆଦିଲ୍ଲୀ: ଜୁନ୍ ୧୬ ତାରିଖରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଥିଲେ। ଯାହା ପରେ ଭାରତରେ VPN ଆପ୍ ଡାଉନଲୋଡରେ ବର୍ଷର ସବୁଠାରୁ ବଡ଼ ବୃଦ୍ଧି ଦେଖିବାକୁ ମିଳିଥିଲା। ଆପ୍ ଇଣ୍ଟେଲିଜେନ୍ସ ଫାର୍ମ ଆପ୍ ଫିଗର୍ସରୁ ମିଳିଥିବା ତଥ୍ୟ ଦର୍ଶାଉଛି ଯେ…

ଲକ୍ଷ୍ନୌ ଅଗ୍ନିକାଣ୍ଡରେ ୧୫ ମୃତ; ୪ ଗିରଫ, ୪ ଅଧିକାରୀଙ୍କୁ ନିଲମ୍ବିତ କଲେ ସରକାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ସୋମବାର ଅପରାହ୍ନରେ ଘଟିଥିବା ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗ୍ନିକାଣ୍ଡର ତଦନ୍ତ ପାଇଁ ଏକ ଦୁଇ ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ତଦନ୍ତ ଦଳ (SIT)…

୯୧୧ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ମିଳିବ ୬ ଲକ୍ଷ…

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ପ୍ରାକ୍-ପ୍ରସ୍ତୁତି ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ‘ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୬’ (SLNCC) ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…