ଗିଲଙ୍କ ଶତକ, ତୃତୀୟ ଥର ପାଇଁ ଗୁଜରାଟ ଫାଇନାଲରେ
ମୁଲ୍ଲାଂପୁର: ଶୁଭମନ ଗିଲଙ୍କ ଆକର୍ଷଣୀୟ ଶତକ ବଳରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଚଳିତ ଆଇପିଏଲର ଫାଇନାଲରେ ପ୍ରବେଶ କରିଛି । ଗୁଜରାଟ ପୂର୍ବରୁ ୨ ଥର ଫାଇନାଲରେ ପ୍ରବେଶ କରିଥିବା ବେଳେ ଥରେ ଚାମ୍ପିୟନ ହୋଇଛି । ଫାଇନାଲରେ ଗୁଜରାଟ ଗତ ସଂସ୍କରଣର ଚାମ୍ପିୟନ ରୟାଲ…