ବୟସକୁ ନେଇ କଟାକ୍ଷରେ ରାଗିଗଲେ ଦିଦି, କହିଲେ, ‘ତୁମମାନଙ୍କର ଅନ୍ତ ନ ଦେଖିବା ପର୍ଯ୍ୟନ୍ତ ମୁଁ ବଞ୍ଚି…
କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ପୁଣିଥରେ ବିଜେପି ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ବୟସକୁ ନେଇ ତାଙ୍କୁ କଟାକ୍ଷ କରାଯାଉଥିବା ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ଦେଇ ସେ କହିଛନ୍ତି, "ନିର୍ବାଚନ ଫଳାଫଳ ଦିନ ବିଜେପିର…