ବିଏନଏସ୍ ଲାଗୁ ହେବାପରେ ବର୍ଷକ ମଧ୍ୟରେ ଏହାର ସୁଫଳ ଅନୁଭୂତ ହୋଇଛି: ଡିଜିପି
କଟକ: କଟକ ପୋଲିସ ମୁଖ୍ୟାଳୟରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଅପରାଧ ଅନୁସନ୍ଧାନର ସଫଳତା ଉପରେ ଗୁରୁତ୍ଵ ପ୍ରଦାନ କରିଛନ୍ତି । ୧ ଜୁଲାଇ ୨୦୨୪ରୁ ନୂତନ ଆଇନ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଲାଗୁ ହେବI ପରେ ବର୍ଷକ ମଧ୍ୟରେ ଦଣ୍ଡ ବିଧାନ…