Latest Odisha News

BREAKING NEWS

Yearly Archives

2026

ମହିଳାଙ୍କୁ ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

କଟକ: କଟକ ସହରର ତାଳଦଣ୍ଡା ରୋଡ୍‌ର ସମ୍ରାଟ ହଲ୍ ଅଞ୍ଚଳ ନିକଟରେ ଜଣେ ମହିଳା ସୁନା ବ୍ୟବସାୟୀ ଏବଂ ତାଙ୍କ ଭାଇଙ୍କୁ ଦୁର୍ବୃତ୍ତ ଆକ୍ରମଣ କରି ନଗଦ ୩୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସୂଚନା ଅନୁଯାୟୀ, ଚୌଧୁରୀ ବଜାର ଅଞ୍ଚଳରେ ଅଳଙ୍କାର ବ୍ୟବସାୟ କରୁଥିବା ପିଙ୍କି ଶାହ ରାତି ପ୍ରାୟ ୧୦ଟା…

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ପର୍ଦ୍ଦାଫାସ୍ କରିବ କ୍ରାଇମବ୍ରାଞ୍ଚ, ୫ ଜଣିଆ ଟିମର ଖୋଳତାଡ଼

ଭୁବନେଶ୍ୱର: ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଆକ୍ସନ ମୋଡ୍‌ରେ ସରକାର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହି ମାମଲାରେ ଏଫଆଇଆର ଦେବାକୁ ଯାଇଛନ୍ତି ଏସସିଇଆରଟି ନିର୍ଦ୍ଦେଶିକା। ଆଜିଠୁ କ୍ରାଇମବ୍ରାଞ୍ଚ ଖୋଳତାଡ଼। ତଦନ୍ତ କରୁଛି ୫ଜଣିଆ ଟିମ୍। ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ପଛରେ…

ଆନ୍ଧ୍ରପ୍ରଦେଶରେ କୋଭିଡ୍‌ ମୃତ୍ୟୁ, ଓଡ଼ିଶା ସୀମାରେ ହାଇଆଲର୍ଟ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶରେ କୋଭିଡ୍‌ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ କରାଯାଇଛି। ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ସୀମାନ୍ତ ଜିଲ୍ଲାର CDMO ମାନଙ୍କୁ କୋଭିଡ୍‌ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର…

ଆଣ୍ଟିଵାୟୋଟିକରେ ପୋକ! ମେଡିକାଲରେ ମିଳୁଛି ପୋକରା ଔଷଧ

ଉଦଳା: ମେଡିକାଲରେ ମିଳୁଛି ପୋକରା ଔଷଧ। ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ନାବାଳକକୁ ଦିଆଯାଇଥିବା ଆଣ୍ଟିଵାୟୋଟିକ ଔଷଧରୁ ବାହାରିଛି ପୋକ। ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବେଗୁନିଆଡିହା ଅଂଚଳରୁ। ବେଗୁନିଆ ଡିହା ଗ୍ରାମର ରାଜା ହେମ୍ବ୍ରମଙ୍କ ୯ ବର୍ଷ ନାବାଳକ ପୁଅଙ୍କୁ…

ରଥଯାତ୍ରା ପାଇଁ ସୁରକ୍ଷା କଡ଼ାକଡ଼ି, ମୁତୟନ ହେଲେ NDRFର ସ୍ବତନ୍ତ୍ର ଟିମ୍

ପୁରୀ: ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣଶୂନ୍ୟ କରିବାକୁ ସମସ୍ତ ବ୍ୟବସ୍ଥା ହୋଇଛି। ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ରଥଯାତ୍ରାକୁ ନେଇ କଣ କଣ ସବୁ ବ୍ୟବସ୍ଥା ହୋଇଛି ତାହାକୁ ନେଇ ସମସ୍ତ ତଥ୍ୟ…

ଭିଜିଲାନ୍ସ ଜାଲରେ କୋରାପୁଟ ITDA ସହକାରୀ ନିର୍ଦ୍ଦେଶକ

ଜୟପୁର: ଓଡ଼ିଶା ଭିଜିଲାନ୍ସ ସୋମବାର ଦିନ ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ କୋରାପୁଟର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA)ରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ…

ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ: ରଥଯାତ୍ରା ବେଳକୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅସରାଏ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ, ଆଗକୁ ଓଡ଼ିଶା ଆଡ଼କୁ ମାଡି ଆସୁଛି ଲଘୁଚାପ। ଏହା ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ହୋଇପାରେ। ବେଶି ବର୍ଷିବ ଉତ୍ତର ଓଡ଼ିଶାରେ। ସୋମବାର ପୂର୍ବ…

କାକଦ୍ବୀପ ନିକଟରୁ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

ଜଳେଶ୍ୱର: ନିଖୋଜ ହୋଇଯାଇଥିବା ଟ୍ରଲର୍‌ଟି କାକଦ୍ବୀପ ନିକଟରୁ ଉଦ୍ଧାର ହୋଇଛି। ଏଥିସହିତ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ସୂଚନାନୁଯାୟୀ, ଦୀଘା ଶଙ୍କରପୁର ଜେଟିରୁ ମାଛ ମାରିବାକୁ ଯାଇଥିଲେ ୧୫ ମତ୍ସ୍ୟଜୀବୀ। ପଶ୍ଚିମବଙ୍ଗର ଦୀଘାଠାରୁ ପ୍ରାୟ ଶହେ କିମି ଦୂର…

ଆମେରିକା ଏବଂ ଇରାନ ସଂଘର୍ଷ; ୩% ବଢିଲା ଅଶୋଧିତ ତୈଳ ମୂଲ୍ୟ

ନୂଆଦିଲ୍ଲୀ: ସୋମବାର ଦିନ ଆମେରିକା ଏବଂ ଇରାନ ମଧ୍ୟରେ ନୂଆ ଆକ୍ରମଣ ପରେ ଅଶୋଧିତ ତୈଳ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଦୁଇ ଦେଶ ମଧ୍ୟରେ ସଂଘର୍ଷ ହର୍ମୁଜ୍ ପ୍ରଣାଳୀକୁ ପୁଣି ବନ୍ଦ କରିଛି। ତେବେ ଏହା ଶକ୍ତି ପରିବହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ। ଯାହା ବିଶ୍ୱର ପରିବହନର…

ବ୍ୟାଙ୍କକ୍‌ରେ ଭୟାବହ ଅଗ୍ନିକାଣ୍ଡ; ୨୭ ମୃତ, ବହୁ ଆହତ

ବ୍ୟାଙ୍କକ୍: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ସୋମବାର ପ୍ରତ୍ୟୁଷରେ ଏକ ପବ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅତି କମରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୦ରୁ ଅଧିକ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଗୁରୁତର ଅଛି।…