ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଲଞ୍ଚ
ଖୋର୍ଦ୍ଧା: ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଲଞ୍ଚ। ଯାନ୍ତ୍ରିକ ତ୍ରୁଟି କାରଣରୁ ୧ ଘଣ୍ଟା ଧରି ଅଟକି ରହିଥିଲା ଲଞ୍ଚ। ୫୦ରୁ ଅଧିକ ଯାତ୍ରୀ ନେଇ ବାଲୁଗାଁରୁ କୃଷ୍ଣପ୍ରସାଦ ଅଭିମୁଖେ ଯାଉଥିଲା ଉକ୍ତ ଲଞ୍ଚ। ପବନର ବେଗ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ପାରୁନଥିଲା। ଉଦବେଗଜନକ…