Latest Odisha News

BREAKING NEWS

Yearly Archives

2026

largest Missile Manufacturer: ମିିସାଇଲ ହେଉ କି ପରମାଣୁ, ଧୁରନ୍ଧର ଏହି ଦେଶ…

ନୂଆଦିଲ୍ଲୀ: ଏହି ଦେଶକୁ ଛୁଇଁବା ମନା... ୧ ସେକେଣ୍ଡରେ ପୂରା ବିଶ୍ଵ ଧ୍ବଂସ କରିବାର ରଖିଛି କ୍ଷମତା! ଶକ୍ତି ଆଗରେ କେହି ବି ନାହାଁନ୍ତି ସେଫ୍! ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧରେ ମିିସାଇଲ ବା କ୍ଷେପଣାସ୍ତ୍ର ଧ୍ଵଂସ ଲୀଳା ରଚିଛି। ମଧ୍ୟପ୍ରାଚ୍ୟରେ ନିଆଁ ଲଗାଇଛି।…

ଜଳସେଚନ ବିଭାଗ SDOଙ୍କ ଘରେ ଭିଜିଲାନ୍ସ ରେଡ଼: ଘରୁ ମିଳିଲା ପୁଳାପୁଳା ଟଙ୍କା

ଭଞ୍ଜନଗର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଭଞ୍ଜନଗର ଡହ ଜଳସେଚନ ବିଭାଗ ଏସଡିଓଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଭଞ୍ଜନଗର ଡହ ଜଳଭଣ୍ଡାର କାର୍ଯ୍ଯାଳୟ ପୋଲସରା ଓ ବ୍ରହ୍ମପୁର ଭଳି ୫ ଟି ଜାଗାରେ ଚାଲିଛି ଚଢ଼ାଉ। ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୩ ଡ଼ିଏସପି, ୭ ଇନିସ୍ପେକ୍ଟର ଓ…

ନୀରବ ମୋଦିଙ୍କୁ ବଡ଼ ଝଟକା, ଲଣ୍ଡନ ହାଇକୋର୍ଟରେ ପ୍ରତ୍ୟର୍ପଣ ଆବେଦନକୁ ଖାରଜ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଲଣ୍ଡନର ୟୁକେ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। କୋର୍ଟ ତାଙ୍କ ଭାରତ ପ୍ରତ୍ୟର୍ପଣ ବିରୁଦ୍ଧରେ ମାମଲା ପୁନଃଖୋଲାଇବାକୁ ଚାହୁଁଥିବା ନୂତନ ଆବେଦନକୁ ଖାରଜ କରିଦେଇଛି। ଏହି ନିଷ୍ପତ୍ତି ନୀରବ ମୋଦିଙ୍କ ଆଇନଗତ ବିକଳ୍ପଗୁଡ଼ିକୁ ଆହୁରି…

ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ୫ଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ: ଇରାନ ଯୁଦ୍ଧ ଶେଷ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଇରାନ କହିଛି ଯେ ସେ ଆମେରିକାର ନୁହେଁ, ବରଂ ନିଜ ସର୍ତ୍ତରେ ଯୁଦ୍ଧ ଶେଷ କରିବ। ପଶ୍ଚିମ ଏସିଆରେ ଯୁଦ୍ଧ ଶେଷ କରିବା ପାଇଁ ଇରାନ ଆମେରିକା ସମ୍ମୁଖରେ ୫ଟି ସର୍ତ୍ତ ରଖିଛି, ଯେଉଁଥିରେ ହର୍ମୁଜ୍…

କୁମିଂ ଅପରେସନ ବେଳେ SOG ଯବାନ ଗୁରୁତର

ଗଞ୍ଜାମ: ଜଙ୍ଗଲ ଭିତରେ ଚାଲିଥିଲା କୁମ୍ବିଂ ଅପରେସନ। ଅସାବଧାନତା ଯୋଗୁଁ ହଠାତ ଯବାନଙ୍କ ନିଜ ବନ୍ଧୁକରୁ ଗୁଳି ଫୁଟିଲା। ଏଥିରେ ଏସଓଜି ଯବାନ ସୁକାନ୍ତ ମାଝୀ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ସୋରଡ଼ା, ପରେ ଆସିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ…

ଚୋରା ଚାଲାଣ ବେଳେ ୪୪ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ଭଦ୍ରକ: ଏକ କାରରେ ଚୋରା ଚାଲାଣ ବେଳେ ଧରାପଡିଲା ଗଞ୍ଜେଇ। ଦୁଇ ଅଭିଯୁକ୍ତ ଗିରଫ। ଏହା ସହ ୪୪ କିଲୋ ଗଞ୍ଜେଇ ଜବତ କରିଛି ଭଦ୍ରକ ଅବକାରୀ ବିଭାଗ। ସୂଚନା ଅନୁଯାୟୀ, ଭଦ୍ରକ ଅବକାରୀ ବିଭାଗର ମୋବାଇଲ୍ ୟୁନିଟ୍ ନିୟମିତ ଯାଞ୍ଚ ବେଳେ ଏକ କାରକୁ ଅଟକାଇ ଥିଲେ। ଯାଞ୍ଚ ବେଳେ କାରର ଡୋର୍ ନଖୋଲିବା ସହ…

ବିମାନବନ୍ଦରରୁ ଉଚ୍ଛେଦ ହେବେ CRPF ଯବାନ

ନୂଆଦିଲ୍ଲୀ: ଦିଲ୍ଲୀ-ମୁମ୍ବାଇ ସମେତ ଦେଶର ୭୦ରୁ ଅଧିକ ବିମାନବନ୍ଦରର ସୁରକ୍ଷା ପାଇଁ ନିୟୋଜିତ ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ ଉଚ୍ଛେଦ କରାଯାଇପାରେ। ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ଏହି ବିମାନବନ୍ଦରଗୁଡ଼ିକର ସୁରକ୍ଷା ସମୀକ୍ଷା କରିଛି। ଏହା ପରେ ୫୦ ହଜାର କର୍ମଚାରୀଙ୍କ ମଧ୍ୟରୁ…

Weather Update: ଜାରି ରହିବ କାଳବୈଶାଖୀ ପ୍ରଭାବ: ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିବ କାଳବୈଶାଖୀ ପ୍ରଭାବ। ୨୮ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା, ବଜ୍ରପାତ ସହ କେତେକ ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ପବନ ଆଶଙ୍କା ମଧ୍ୟ ରହିଛି । ଏହାପରେ ବି ଆସନ୍ତା ୩୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି…

ଜାରି ରହିବ ଇରାନ-ଆମେରିକା ଯୁଦ୍ଧ, ବନ୍ଦ ପ୍ରସ୍ତାବକୁ ପ୍ରତ୍ୟାଖାନ

ତେହେରାନ: ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ କେବେ ଶେଷ ହେବ ତାହା ପୂର୍ବାନୁମାନ କରିବା କ୍ରମଶଃ କଷ୍ଟକର ହେଉଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ବୁଧବାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଇରାନ ଆମେରିକା ସହିତ କୌଣସି ଆଲୋଚନା କରିବାକୁ ଚାହୁଁନାହିଁ ଏବଂ ପ୍ରତିରୋଧର ଏକ ରୂପ ଭାବରେ ଏହି…

ଏହି ଅଭ୍ୟାସ ପାଇଁ ଖରାପ ହୁଏ ରାହୁ…

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ରରେ ରାହୁକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ। ଏହାର ଗୋଚର ସମସ୍ତ ବାରଟି ରାଶିର ଲୋକଙ୍କ ଜୀବନକୁ ପ୍ରଭାବିତ କରେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାହୁ ଏକ ଛାୟା ଗ୍ରହ। ଯେଉଁମାନଙ୍କର କୁଣ୍ଡଳୀରେ ରାହୁର ଅନୁକୂଳ ସ୍ଥିତି ଥାଏ,…