ନାଟୋକୁ ଟ୍ରମ୍ପଙ୍କ ଚେତାବନୀ, ‘ତୁମେ ଇରାନକୁ ପରମାଣୁ ଅସ୍ତ୍ର ଦେଇପାରିବ ନାହିଁ, ସେମାନେ ମୁହୂର୍ତ୍ତକ ମଧ୍ୟରେ…
ଓ୍ବାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାଟୋ ଦେଶଗୁଡ଼ିକୁ ପରାମର୍ଶ ଦେଇ କହିଛନ୍ତି, "ତୁମେ ଇରାନକୁ ପରମାଣୁ ଅସ୍ତ୍ର ଦେଇପାରିବ ନାହିଁ, କାରଣ ସେମାନେ ସେଗୁଡ଼ିକୁ ଇସ୍ରାଏଲ, ମଧ୍ୟପ୍ରାଚ୍ୟ ଏବଂ ୟୁରୋପରେ ବହୁତ ଶୀଘ୍ର ବ୍ୟବହାର କରିବେ । ଏବଂ ମୁଁ ଭାବୁଛି ଆମେ ପରବର୍ତ୍ତୀ…