ପରୋକ୍ଷରେ ସୂଚନା ଦେଲେ ଟିମ ଡାଇରେକ୍ଟର, ଅଧିନାୟକ ପଦ ହରାଇବେ କି ପନ୍ତ
ଲକ୍ଷ୍ନୌ: ଚଳିତ ଆଇପିଏଲରେ ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦଳ ପ୍ଲେ ଅଫ ଦୌଡରୁ ବାଦ ପଡିବା ସହ ଏବେ ପଂଏଟ ଟେବୁଲର ନିମ୍ନ ସ୍ଥାନରେ ରହିଛି । ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ଦଳ ପରାଜିତ ହେବା ପରେ ଟିମ ଡାଇରେକ୍ଟର ଟମ ମୁଡୀ…