Latest Odisha News

BREAKING NEWS

Yearly Archives

2026

ମେ’ ୩୦ରୁ ଓଡ଼ିଶାରେ SIR ଅଭିଯାନ; ସବୁ ଜିଲ୍ଲାରେ ଖୋଲିବ ହେଲ୍ପଡେସ୍କ, ଉପକୃତ ହେବେ…

ଭୁବନେଶ୍ଵର: ଓଡିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍‌) ଅଭିଯାନ ମେ' ୩୦ ତାରିଖରୁ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ହେଲ୍ପଡେସ୍କ ଖୋଲିବାକୁ ନିର୍ବାଚନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଅତିରିକ୍ତ ମୁଖ୍ୟ…

ଅଢେଇ ଲକ୍ଷ ଟଙ୍କା ମୂଲ୍ୟର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର: ଆକ୍ସନମୋଡରେ ବାଲେଶ୍ୱର ଅବକାରୀ ବିଭାଗ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଦେଶୀ ମଦ ଓ ବିୟର ଜବତ କରିଛି । ଘଟଣାରେ ୧୦ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ମଧ୍ୟ ରହିଥିବା ସୂଚନା ରହିଛି । ସୂଚନାଯୋଗ୍ୟ, ବାଲେଶ୍ୱର ଅବକାରୀ…

ଲୋକେ ହଇରାଣ, IOCL ଲାଭବାନ

ନୂଆଦିଲ୍ଲୀ: ନଜର ପକାଇବା ଅର୍ଥନୀତି ଜଗତର ଏକ ବଡ଼ ଖବର ଉପରେ। ଇରାନ-ଆମେରିକା ମଧ୍ୟରେ ଚାଲିଥିବା ତିକ୍ତତା ଏବଂ ବିଶ୍ୱ ବଜାରରେ ଅଶୋଧିତ ତୈଳ ସଙ୍କଟ ମଧ୍ୟରେ ଲାଭବାନ ହୋଇଛି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍, IOCL। କମ୍ପାନୀର ଶୁଦ୍ଧ ମୁନାଫାରେ ୮୧ ପ୍ରତିଶତର ବମ୍ପର ଉନ୍ନତି ହୋଇଛି ।…

୧ ଲକ୍ଷ ୧୮ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଗାଇଡ଼ଲାଇନ ଅନୁଯାୟୀ ସ୍ନାତକ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ୪ର୍ଥ ସେମିଷ୍ଟାରରେ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସ ସୁଯୋଗ ପ୍ରଦାନ କରାଯିବାର ପ୍ରାବଧାନ ରହିଛି । ଏହି…

ରେଲୱେରେ ୧୧,୧୨୭ ନିଯୁକ୍ତି ସୁଯୋଗ, ଜୁନ୍ ୧୪ ଯାଏଁ ଚାଲିବ ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ରେଳବାଇରେ ଚାକିରି କରିବାର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ରେଲୱେ ନିଯୁକ୍ତି ବୋର୍ଡ ୧୧,୧୨୭ଟି ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି । ଚଳିତ ମେ’ ୧୫ ତାରିଖରୁ ଆରମ୍ଭ ହୋଇଥିବା ଅନଲାଇନ୍ ଆବେଦନ…

ରଥଯାତ୍ରା ପାଇଁ ବଡ଼ ପ୍ରସ୍ତୁତି, ଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣ ଉପରେ ଫୋକସ

ଭୁବନେଶ୍ୱର: ଆଗକୁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼, ମହାପ୍ରଭୁଙ୍କ ନୀତିକାନ୍ତି ଓ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ଏବେଠାରୁ ଆରମ୍ଭ ହୋଇଛି ଘନଘନ ସମୀକ୍ଷା। ରଥଯାତ୍ରା କିଭଳି ଭାବେ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ, ଗୁଣ୍ଡିଚା ମନ୍ଦିରରେ ରଥ ଲାଗିବା ପରେ…

ଇଫକୋରେ ସାର ଉତ୍ପାଦନ ବାଧାପ୍ରାପ୍ତ: ରାଜ୍ୟରେ ସାର ସଂକଟ ନାହିଁ, କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ, କହିଲେ…

ଭୁବନେଶ୍ୱର: ପାରାଦୀପ ସ୍ଥିତ ‘ଇଫକୋ’ ସାର କାରଖାନାରେ ଆମୋନିଆ ଗ୍ୟାସ ସମେତ ଅନ୍ୟାନ୍ୟ କଞ୍ଚାମାଲ ଯୋଗାଣରେ ସମସ୍ୟା ଦେଖାଦେବା ଯୋଗୁଁ ସାର ଉତ୍ପାଦନ ସାମୟିକ ଭାବେ ବାଧାପ୍ରାପ୍ତ ହୋଇଛି। କଞ୍ଚାମାଲ ସଂକଟ ଯୋଗୁଁ ଉତ୍ପାଦନ ପ୍ରକ୍ରିୟା ଆଂଶିକ ପ୍ରଭାବିତ ହୋଇଥିବା ବେଳେ ଖୁବଶୀଘ୍ର ସ୍ଥିତି…

୧୧ ମାସ ପରେ ବସିଲା ମନ୍ତ୍ରିପରିଷଦ ବୈଠକ, ଦିଲ୍ଲୀ ପାଓ୍ୱାରକରିଡରରେ ହଲଚଲ

ନୂଆଦିଲ୍ଲୀ: ୧୧ ମାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଛି ମନ୍ତ୍ରିପରିଷଦ ବୈଠକ। ଦେଶର ଶାସନ ବ୍ୟବସ୍ଥା, ସୁଧାର ପ୍ରକ୍ରିୟା, ସାଧାରଣ ଲୋକଙ୍କ ଜୀବନକୁ ଅଧିକ ସହଜ କରିବା ଏବଂ ବ୍ୟବସାୟ ପରିବେଶକୁ ଆଉ ସୁଗମ କରିବା ନେଇ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା…

Arms Seized In Manipur: ମଣିପୁରରେ ବିପୁଳ ପରିମାଣର ଲୁଟ୍ ଅସ୍ତ୍ରଶସ୍ତ୍ର ଜବତ,୪ ଗିରଫ

ଇମ୍ଫାଲ:ମଣିପୁରରେ ଅବୈଧ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଏବଂ ବିଦ୍ରୋହୀ କାର୍ଯ୍ୟକଳାପ ବିରୁଦ୍ଧରେ ଏକ ବଡ଼ ସଫଳତା ମିଳିଛି ।ମଣିପୁରରେ ସୁରକ୍ଷା ବାହିନୀ ଏକ ମିଳିତ ଅଭିଯାନରେ ଏକ ବଡ଼ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଷଡ଼ଯନ୍ତ୍ରକୁ ପଣ୍ଡ କରିଛନ୍ତି । ୬୭ଟି ଅସ୍ତ୍ରଶସ୍ତ୍ର ଏବଂ ବିପୁଳ ପରିମାଣର…

Rajya Sabha poll : ୧୦ ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ, ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ଜୁନ୍-ଜୁଲାଇରେ ଅବସର ନେଉଥିବା ୨୪ ରାଜ୍ୟସଭା ସଦସ୍ୟଙ୍କ ଆସନ ପୂରଣ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ଘୋଷଣା କରିଛନ୍ତି। ଦଶଟି ରାଜ୍ୟରୁ ନିର୍ବାଚିତ ୨୪ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁନ୍-ଜୁଲାଇରେ ଶେଷ ହେବାକୁ ଯାଉଛି। ବର୍ତ୍ତମାନ,…