ଖୁବଶୀଘ୍ର ସରୁଛି ଯୁଦ୍ଧ, ଜିତୁଛି ଇସ୍ରାଏ: ପ୍ରଧାନମନ୍ତ୍ରୀ ନେତାନ୍ୟାହୁ
ତେହେରାନ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମୃତ୍ୟୁ ସମ୍ପର୍କରେ କଳ୍ପନାଜଳ୍ପନା ମଧ୍ୟରେ, ସେ ଉପସ୍ଥିତ ହୋଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ତାଙ୍କ ଉଦଘାଟନୀ ଭାଷଣରେ, ନେତାନ୍ୟାହୁ ଇରାନ ବିରୁଦ୍ଧରେ ଯୁଦ୍ଧର ସଫଳତାକୁ ପ୍ରଶଂସା କରିଥିଲେ। ସେ ହିବ୍ରୁ ଭାଷାରେ…