‘ମୋ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସହ ମୋର ଲଢ଼େଇ…ମୁଁ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଲି’
ଭୁବନେଶ୍ବର:କ୍ରସ୍ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଲେ ସୁବାସିନୀ ଜେନା । ସୁବାସିନୀ ଜେନା କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି ।ଗୋଟିଏ ଭୋଟ୍ ସଂତୃପ୍ତ ମିଶ୍ରଙ୍କୁ ଦେଇଛି ।ଦ୍ବିତୀୟ ଭୋଟଟି ଦିଲ୍ଲୀପ ରାୟଙ୍କୁ ଦେଇଛି।
ଦିଲ୍ଲୀପ…