Latest Odisha News

BREAKING NEWS

Yearly Archives

2026

ଖୁସିର ମାହୋଲରେ ପଡ଼ିଲା କାନ୍ଦବୋବାଳି: ସୁବର୍ଣ୍ଣପୁରରେ ଦୁର୍ଘଟଣାଗ୍ରସ୍ତ ହେଲା ବରଯାତ୍ରୀ ବସ୍

ସୁବର୍ଣ୍ଣପୁର: ବିବାହ ଉତ୍ସବର ଖୁସି ଓ ଉଲ୍ଲାସ ଭିତରେ ରବିବାର ଭୋର ସମୟରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା। ସୁବର୍ଣ୍ଣପୁର (ସୋନପୁର) ଜିଲ୍ଲାରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୋଟ ୧୨ ଜଣ ଯାତ୍ରୀ ଆହତ…

ବସରେ ଶକ୍ତିଶାଳୀ ବିସ୍ଫୋରଣ; ୧୩ ମୃତ, ୩୮ରୁ ଅଧିକ ଆହତ

ବୋଗୋଟା: କଲମ୍ବିଆର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଏକ ବସରେ ଭୟଙ୍କର ବିସ୍ଫୋରଣ ହୋଇଛି । ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମରେ ୩୮ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସେନା ମୁଖ୍ୟ ସ୍ପଷ୍ଟ ଭାବରେ ଏହି ଆକ୍ରମଣକୁ ‘ଆତଙ୍କବାଦୀ ଆକ୍ରମଣ’ ବୋଲି କହିଛନ୍ତି । କଲମ୍ବିଆନ୍…

ରାଜଧାନୀରେ ବେଧଡ଼କ ଚାଲିଛି ବେଆଇନ ରେଭ୍ ପାର୍ଟି: ସ୍କାନରରେ ଭୁବନେଶ୍ୱର ଉପକଣ୍ଠର ରିସର୍ଟ

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ଏବେ ବେଆଇନ ରେଭ୍ ପାର୍ଟିର ଆସର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ପ୍ରଶାସନର ବିନା ଅନୁମତିରେ ରାତି ଅଧିଆ ନାଚଗୀତ ସାଙ୍ଗକୁ ବେଧଡ଼କ ଭାବେ ଚାଲିଛି ନିଶାର କାରବାର। ଏହି କ୍ରମରେ ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ ନାମୀ…

India Next-Gen Warfare: ଏବେ ଶତ୍ରୁଙ୍କୁ ନିସ୍ତାର ନାହିଁ! DRDOର ନୂଆ ଧମାକା…

ନୂଆଦିଲ୍ଲୀ: ଶତ୍ରୁଙ୍କୁ ସାବଧାନ! ଭାରତୀୟ ସେନାଙ୍କୁ ମିଳିଲା ସୁପରପାୱାର DRDO ର ମାଷ୍ଟରପ୍ଲାନ୍ ନୂଆ ଆର୍ମଡ୍ ଭେଇକିଲ...ଶତ୍ରୁଙ୍କୁ ନାକରେ ପାଣି ପିଆଇବ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଶନିବାର ଦେଶର ପ୍ରତିରକ୍ଷା କ୍ଷମତା ବୃଦ୍ଧି କରିବା ପାଇଁ ଉନ୍ନତ ଆର୍ମର୍ଡ…

ରାଜଗାଙ୍ଗପୁରରେ ଆତଙ୍କ ଖେଳାଇଲା ନିଆଁ: ଟାୟାର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଯାଇଥିବା…

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର ଅଞ୍ଚଳରେ ଆଜି ସକାଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ରାଜଗାଙ୍ଗପୁରର ପଡ଼ାଜାମ୍ପାଲି ଠାରେ ଥିବା ଏକ ଘରୋଇ ଟାୟାର କାରଖାନାରେ ଏହି ଭୟାବହ ନିଆଁ ଲାଗିଛି। ନିଆଁର ରୂପ ଏତେ ଭୟଙ୍କର ଥିଲା ଯେ ଦେଖୁଦେଖୁ ଏହା ସମଗ୍ର କାରଖାନାକୁ…

ଶଙ୍ଖ ଶିବିରରେ ବଢ଼ୁଛି ଅସନ୍ତୋଷ: ଉତ୍ତର ଓଡ଼ିଶା ରାଜନୀତିରେ ନୂଆ ସମୀକରଣ, ବିଜେଡିର କ୍ଷତିରୁ ଫାଇଦା ଉଠାଇବ କି ପଦ୍ମ…

ଭୁବନେଶ୍ୱର: ବଦଳୁଛି ଭଦ୍ରକ ରାଜନୀତିର ପାଣିପାଗ। ଗୋଟିଏ ସମୟରେ ବିଜୁ ଜନତା ଦଳ (ବିଜେଡି) ପାଇଁ ଅଭେଦ୍ୟ ଦୁର୍ଗ ପାଲଟିଥିବା ଭଦ୍ରକ ଜିଲ୍ଲାରେ ଏବେ ବଡ଼ ଧରଣର ରାଜନୈତିକ ଭୂକମ୍ପ ଦେଖିବାକୁ ମିଳିଛି। ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ତାଙ୍କ ସ୍ୱାମୀ ତଥା ଧାମନଗରର ପୂର୍ବତନ ବିଧାୟକ…

Manipur unrest: ପୁଣି ଅଶାନ୍ତ ମଣିପୁର: ୩ ମୃତ, ମୁହାଁମୁହିଁ ପୋଲିସ୍-ପ୍ରଦର୍ଶନକାରୀ

ଇମ୍ଫାଲ: ପୁଣି ଅଶାନ୍ତ ମଣିପୁର। ରାସ୍ତାରେ ପ୍ରଦର୍ଶନକାରୀ। ଶାନ୍ତି ଏବଂ ପୁନର୍ବାସ ଦାବି କରି COCOMI ନେତୃତ୍ୱରେ ହଜାର ହଜାର ଲୋକ ମଣିପୁରରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।…

Trump On WH Press Dinner Scare: “ସୁରକ୍ଷାକର୍ମୀ ମୋତେ ବଞ୍ଚେଇଦେଲେ…”, ରାତ୍ରି ଭୋଜନ…

ନୂଆଦିଲ୍ଲୀ: ହ୍ୱାଇଟ୍ ହାଉସ୍ କରେସପଣ୍ଡେନ୍ସ ଡିନରରେ ଗୁଳିକାଣ୍ଡ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁପ୍ତ ସେବା ଏବଂ ସୁରକ୍ଷା କର୍ମୀଙ୍କୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ଉପରାଷ୍ଟ୍ରପତି ଭାନ୍ସ ଏବଂ ଅନ୍ୟାନ୍ୟ କ୍ୟାବିନେଟ…

Amit Shah slams Mamata Banerjee: ‘ମେ ୫ ପରେ ନିର୍ଭୟରେ ରାତି ୧ଟାରେ ବାହାରିବେ ଝିଅ’, ମମତାଙ୍କୁ…

'ମେ ୫ ପରେ ନିର୍ଭୟରେ ରାତି ୧ଟାରେ ବାହାରିବେ ଝିଅ', ମହିଳା ସୁରକ୍ଷାକୁ ନେଇ ମମତାଙ୍କୁ ସମାଲୋଚନା କଲେ ଅମିତ୍ ଶାହ କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଏକ ଗ୍ରାମ ଜମାଲପୁରରେ ଏକ ନିର୍ବାଚନ ରାଲିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

Trump cancels Pakistan Trip: ନା ଆଲୋଚନା…ନା ଭେଟଘାଟ୍…ଇସଲାମାବାଦ ଗସ୍ତ ବାତିଲ କଲେ ଟ୍ରମ୍ପ, ଏବେ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ଆମେରିକୀୟ ପ୍ରତିନିଧିମଣ୍ଡଳର ଇସଲାମାବାଦ ଗସ୍ତ ବାତିଲ କରିଛନ୍ତି। ମଧ୍ୟପ୍ରାଚ୍ୟ ବ୍ୟାପାର ପାଇଁ ସ୍ୱତନ୍ତ୍ର ଦୂତ ଷ୍ଟିଭ ୱିଟକଫ ଏବଂ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ଏବଂ…