Latest Odisha News

BREAKING NEWS

Yearly Archives

2026

ଦୀର୍ଘକାଳୀନ ଅନୁପସ୍ଥିତ ଥିବା ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଡାକ୍ତରମାନଙ୍କର ଦୀର୍ଘକାଳୀନ ଅନୁପସ୍ଥିତି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାର ବିଭିନ୍ନ ଡାକ୍ତରଖାନାରେ ୧୨୮ ଜଣ ମେଡିକାଲ ଅଫିସର ଓ ଡେଣ୍ଟାଲ ସର୍ଜନ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି । ସେମାନଙ୍କ…

Minister Mukesh Mahaling: ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କାର୍ ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବର୍ତ୍ତିଲେ…

ଭୁବନେଶ୍ବର:ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଗୁରୁବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି । କେନ୍ଦୁଝର ତେଲକୋଇ ୪୯ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ବେଳେ ଏହା ଘଟିଛି । ସୌଭାଗ୍ୟବଶତଃ ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ…

ନ୍ୟାୟ ପାଇଁ DGP ଓ IGଙ୍କୁ ଚିଠି ଲେଖିଲେ ଚାମେଲି, ‘ଦାବି ପୂରଣ ନହେଲେ ଏସପିଙ୍କ ଅଫିସ ଆଗରେ ଧାରଣା…

କେନ୍ଦ୍ରାପଡା: ନ୍ୟାୟ ପାଇଁ DGP ଓ କେନ୍ଦ୍ରାଞ୍ଚଳ IGଙ୍କୁ ଚିଠି ଲେଖିଲେ କେନ୍ଦ୍ରାପଡା ଜିଲ୍ଲା ତିଖିରୀ ସରପଞ୍ଚ ଚାମେଲି ଓଝା । ବିଡିଓଙ୍କ କାର୍ଯ୍ୟାଳୟରେ ଅସଦାଚରଣ ସହ ଧମକ ଅଭିଯୋଗରେ ସେ ଚିଠି ଲେଖିଛନ୍ତି । ଅଭିଯୁକ୍ତଙ୍କ ଗିରଫ ଏବଂ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଦାବି କରିଛନ୍ତି…

Ethanol Fuel: E20 ପେଟ୍ରୋଲରେ ପିମ୍ପୁଡ଼ି? ଭାଇରାଲ ଭିଡିଓ ଉପରେ BPCLର ପ୍ରତିକ୍ରିୟା; ପ୍ରକୃତ ସତ୍ୟ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତ ସରକାର ଧୀରେ ଧୀରେ ପାରମ୍ପରିକ ପେଟ୍ରୋଲ ଏବଂ ଡିଜେଲରୁ ଦୂରେଇ ଯାଇ ଇଥାନଲ୍ ମିଶ୍ରିତ ଇନ୍ଧନ (E20)କୁ ପ୍ରୋତ୍ସାହିତ କରୁଛନ୍ତି। E20 - ୨୦% ଇଥାନଲ୍ ସହିତ ମିଶ୍ରିତ ପେଟ୍ରୋଲ ,ଯାହା ଦେଶ ପାଇଁ ଏକ ସ୍ୱଚ୍ଛ ଏବଂ ପରିବେଶ ଅନୁକୂଳ ଇନ୍ଧନ ବୋଲୁ କୁହାଯାଇଛି । ତଥାପି ଏହାର…

୨୪ ଜିଲ୍ଲାରେ ବସିବ ୭୦୭ଟି ନୂଆ 4G ଟାୱାର, ଆବଶ୍ୟକ ସରକାରୀ ଜମି ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟର ଦୁର୍ଗମ, ଆଦିବାସୀ ଓ ଟେଲିକମ୍ ସେବାରୁ ବଞ୍ଚିତ ଅଞ୍ଚଳବାସୀଙ୍କ ପାଇଁ ଖୁସି ଖବର । ଏହି ଅଞ୍ଚଳ ଗୁଡ଼ିକରେ ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ…

‘ପିଲାଙ୍କୁ ଆଗାମୀ ବର୍ଷ ମିଳିବ ସଂଶୋଧିତ ବହି, ଏବର୍ଷ ସଂଶୋଧନ ପୁସ୍ତିକାରେ ପଢ଼ିବେ ଛାତ୍ରଛାତ୍ରୀ’

ଭୁବନେଶ୍ୱର: ଏ ବର୍ଷ ନୁହେଁ ଆଗାମୀ ବର୍ଷ ପିଲାଙ୍କୁ ମିଳିବ ସଂଶୋଧିତ ବହି । ଏନେଇ ସୂଚନା ଦେଲେ SCERT ନିର୍ଦ୍ଦେଶିକା । ଚଳିତ ବର୍ଷ ନୂଆ ବହି ଛପା ହେବନି , ସଂଶୋଧନ ପୁସ୍ତିକାରେ ପଢ଼ିବେ ଛାତ୍ରଛାତ୍ରୀ । ପୂର୍ବରୁ ଥିବା ବହିରେ ଯେଉଁ ଭୁଲ ରହିଛି, ସେଗୁଡ଼ିକୁ ସଂଶୋଧନ କରି ଏକ ବିଶେଷ…

ବାରିପଦାରୁ ୧.୫ କୋଟି ବର୍ଷ ତଳର ଜୀବାଶ୍ମ ଠାବ

ମୟୂରଭଞ୍ଜ: ବାରିପଦାରେ ଚାଞ୍ଚଲ୍ୟ ଜିନିଷ ସାମ୍ନାକୁ ଆସିଛି। ସହରରୁ ପ୍ରାୟ ୧.୫ କୋଟି ବର୍ଷ ତଳର ମାୟୋସିନ୍ ଯୁଗର ସାମୁଦ୍ରିକ ଜୀବାଶ୍ମ ମିଳିଛି। ବର୍ତ୍ତମାନର ସ୍ଥଳଭାଗ ବାରିପଦା ଦିନେ ଏକ ଗଭୀର ସମୁଦ୍ର ଗର୍ଭରେ ଥିଲା। ଗବେଷକମାନେ ଏଠାରୁ ପ୍ରାଚୀନ ସାର୍କର ଦାନ୍ତ, ମେରୁଦଣ୍ଡ ଏବଂ ଶଙ୍କର…

ହିଟୱେଭ ପାଇଁ ଖୋର୍ଦ୍ଧାରେ ସକାଳୁଆ ସ୍କୁଲ, ପୁରୀରେ ବଢିଲା ଛୁଟି ଅବଧି

ପୁରୀ/ଖୋର୍ଦ୍ଧା: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ବର୍ତ୍ତମାନ ମୌସୁମୀ ଆସିଥିଲେ ମଧ୍ୟ ଯଥେଷ୍ଟ ବର୍ଷା ହୋଇ ନ ଥିବାରୁ ଅନେକ ସ୍ଥାନରେ ତାପମାତ୍ରା ଅଧିକ ରହୁଛି। ସକାଳୁ ଗରମ ଓ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। କେତେକ ଜିଲ୍ଲା ଗ୍ରୀଷ୍ମକାଳୀନ ଛୁଟି ବୃଦ୍ଧି…

୩ ଜଣ ଭାସିଗଲେ ନଦୀରେ…୨ ଉଦ୍ଧାର,ଜଣେ ନିଖୋଜ

ଭଦ୍ରକ:ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାଲିଆପାଳ ନଦୀରେ ଗୁରୁବାର ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଅଘଟଣ । ବାଲିଆପାଳ ପଟୁ ଅନ୍ୟ ପଟକୁ କାର୍ଯ୍ୟ ପାଇଁ ଯାଉଥିବା ବେଳେ ୩ ଜଣ ନଦୀରେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ଥିବା ବେଳେ ଅନ୍ୟ ୨ ଜଣକୁ ସ୍ଥାନୀୟ ଲୋକେ ଉଦ୍ଧାର…

କିପରି ଶେଷ ହୋଇଥିଲା ପ୍ରଥମ ବିଶ୍ୱଯୁଦ୍ଧ, କିଏ କରିଥିଲା ଚୁକ୍ତି?

ନୂଆଦିଲ୍ଲୀ: ଫ୍ରାନ୍ସର ଐତିହାସିକ ଭର୍ସେଲ୍ସ ପ୍ରାସାଦ ପୁଣି ଥରେ ବିଶ୍ୱର ସବୁଠାରୁ ବଡ଼ କୂଟନୈତିକ ପରିବର୍ତ୍ତନର ସାକ୍ଷୀ ହୋଇଛି। ମାସ ମାସ ଧରି ଉତ୍ତେଜନା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଏକ ଐତିହାସିକ ଶାନ୍ତି ଚୁକ୍ତିନାମାରେ…