Latest Odisha News

BREAKING NEWS

Yearly Archives

2026

West Bengal Assembly Elections: ଭୋଟ ବେଳେ ପକ୍ଷପାତ; ନିଲମ୍ବିତ ହେଲେ ୫ ପୋଲିସ ଅଧିକାରୀ

କୋଲକତା: ବର୍ତ୍ତମନାନ ଜାରି ରହିଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏହା ଭିତରେ ବଡ ଖବର ସାମ୍ନାକୁ ଆସିଛି । ଭୋଟ ବେଳେ ପକ୍ଷପାତ କରିଥିବା ଅଭିଯୋଗରେ ୫ ଜଣ ପୋଲିସ ଅଧିକାରୀଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଅଧିକାରୀ ମାନେ ହେଲେ ସନ୍ଦୀପ ଗରଇ (IPS):…

ମହିଳା ସଶକ୍ତୀକରଣ ପ୍ରସଙ୍ଗରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ: ‘ବିଜେପି ଡ୍ରାମା କରୁଛି’ କହି ବର୍ଷିଲା…

ଭୁବନେଶ୍ୱର: ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ଓ ଭୂମିକା ଉପରେ ଆଲୋଚନା ପାଇଁ ଆସନ୍ତା ଏପ୍ରିଲ ୩୦ ତାରିଖରେ ଓଡ଼ିଶା ବିଧାନସଭାର ଏକ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଯାଉଛି। ତେବେ ଏହି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ବିରୋଧୀ…

ଜମି କିଣାବିକା ମାମଲା: ପଞ୍ଜିକୃତ ଦଲିଲ ରଦ୍ଦ କରିପାରିବେନି ସବ୍-ରେଜିଷ୍ଟ୍ରାର୍

କଟକ: ଜମି କିଣାବିକା ଦଲିଲ ରଦ୍ଦ ମାମଲା। ପଞ୍ଜିକୃତ ଦଲିଲକୁ ରଦ୍ଦ କରିପାରିବେନି ରେଜିଷ୍ଟ୍ରେସନ ଅଧିକାରୀ। ଜମି କିଣାବିକା ପରେ ପୁନର୍ବାର ସେହି ଦଲିଲକୁ ରଦ୍ଦ କରିବା (କ୍ୟାନ୍ସଲେସନ ଡିଡ୍‌) ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଆବେଦନକାରିଣୀଙ୍କୁ ସିଭିଲ କୋର୍ଟଙ୍କ…

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଇଡିର ବଡ଼ ଆକ୍ସନ୍: ରାସନ ଦୁର୍ନୀତି ମାମଲାରେ ଏକାଧିକ ସ୍ଥାନରେ ଚଢ଼ାଉ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୯ ତାରିଖରେ ହେବାକୁ ଥିବା ବେଳେ ତା' ପୂର୍ବରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବହୁଚର୍ଚ୍ଚିତ ରାସନ ବଣ୍ଟନ ବା…

ବାପା କେସିଆରଙ୍କ ଦଳ ବିଆରଏସ୍‌ରୁ ବାହାରି ନୂଆ ଦଳ ଗଢ଼ିଲେ ଝିଅ କେ. କବିତା

ହାଇଦ୍ରାବାଦ: ତେଲେଙ୍ଗାନା ରାଜନୀତିରେ ଆଜି ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତିର ସଭାପତି କେ. ଚନ୍ଦ୍ରଶେଖର ରାଓ (କେସିିଆର) ଙ୍କ ଝିଅ ତଥା ପୂର୍ବତନ ଏମଏଲସି କେ. କବିତା ଆଜି ଆନୁଷ୍ଠାନିକ ଭାବେ ନିଜର ଏକ ନୂଆ…

ଆପ୍ ସାଂସଦଙ୍କ ଦଳବଦଳ ପରେ ରାଜ୍ୟସଭାରେ ବଢ଼ିଲା ଏନଡିଏର ଶକ୍ତି: ବହୁମତଠାରୁ କେତେ ଆସନ ଦୂରରେ?

ନୂଆଦିଲ୍ଲୀ: ରାଜ୍ୟସଭାରେ ଆମ ଆଦମୀ ପାର୍ଟି (ଆପ୍)ର ୭ ଜଣ ସାଂସଦ ଦଳ ଛାଡ଼ି ବିଜେପିରେ ଯୋଗଦେବା ପରେ ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଶକ୍ତି ରାଜ୍ୟସଭାରେ ଢେର ବୃଦ୍ଧି ପାଇଛି। ଏହି ଦଳବଦଳ ପରେ ଏନଡିଏ ଏବେ ରାଜ୍ୟସଭାରେ ଦୁଇ-ତୃତୀୟାଂଶ ବହୁମତ ହାସଲ କରିବା ଦିଗରେ ଆଉ ପାଦେ…

ଖରାଛୁଟିରେ ହ୍ୱାଟ୍ସଆପ୍‌ରେ ଚାଲିବ ପାଠପଢ଼ା: ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ବ୍ୟବସ୍ଥା ଲାଗୁ କଲା…

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ସରକାରୀ ସ୍କୁଲଗୁଡ଼ିକରେ ଆଗୁଆ ଖରାଛୁଟି ଘୋଷଣା କରାଯାଇଛି। ତେବେ ଦୀର୍ଘ ଛୁଟି ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ବାଧାପ୍ରାପ୍ତ ନହୁଏ ଏବଂ ସେମାନେ ଶିକ୍ଷା ସହ ଯୋଡ଼ି ହୋଇ ରହିବେ, ସେଥିପାଇଁ ରାଜ୍ୟ ସରକାର ଏକ ଅଭିନବ ପଦକ୍ଷେପ…

ବିଧାନସଭା ନିର୍ବାଚନ: କେବେ ଆସିବ ୫ ରାଜ୍ୟର ଏକଜିଟ୍ ପୋଲ୍ ରିପୋର୍ଟ? ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନର ମତଦାନ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଶ୍ଚିମବଙ୍ଗକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ରାଜ୍ୟରେ ଭୋଟ୍ ଗ୍ରହଣ ସମ୍ପୂର୍ଣ୍ଣ ହୋଇସାରିଛି। ଲକ୍ଷ ଲକ୍ଷ ଭୋଟର ନିଜ…

ଟାଇମ୍ସ ହାୟର ଏଜୁକେସନ୍ ଏସିଆ ୟୁନିଭର୍ସିଟି ର‍୍ୟାଙ୍କିଂ ୨୦୨୬: କିଟ୍‍ ଭାରତର ଶ୍ରେଷ୍ଠ ୬ଷ୍ଠ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତବର୍ଷ ‘ଦି ଟାଇମ୍ସ ହାୟର ଏଜୁକେସନ୍ ଏସିଆ ୟୁନିଭର୍ସିଟି ର‍୍ୟାଙ୍କିଂ ଫଳାଫଳ ପ୍ରକାଶ ପାଇଛି । ଗୁରୁବାର ପ୍ରକାଶିତ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍‍ସିଟି ର‍୍ୟାଙ୍କିଂରେ ପୂର୍ବ ବର୍ଷଗୁଡ଼ିକ ଆପେକ୍ଷା ଏବର୍ଷ କିଟ୍‍ ବିଶ୍ୱବିଦ୍ୟାଳୟ ଏହି ର‌୍ୟାଙ୍କିଂରେ ଅଧିକ…

ଦିନକ ପାଇଁ ବସିବ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୩୦ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ହୋଇପାରେ ଆଲୋଚନା। ମାତ୍ର ଦିନକ ପାଇଁ ବସିବ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ। ବିଧାନସଭା ଭବନରେ ଦିନ ୧୧ଟାରେ ବସିବ ସ୍ୱତନ୍ତ୍ର ଅଧିବେଶନ। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ…