ଆନ୍ତର୍ଜାତୀୟ ଟି୨୦ରେ ୨ଟି ଟିମ ଗଠନ କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦ ଟିମରେ ବିସିସିଆଇ ୨ଟି ଟିମ ଗଠନ କରିବା ପାଇଁ ଉଦ୍ୟମ କରୁଛି । ଏଥିପାଇଁ ସମସ୍ତ ଯୋଜନା ବିସିସିଆଇ ପ୍ରସ୍ତୁତ କରିଛି । ୩୦ରୁ ୩୫ ଖେଳାଳିଙ୍କୁ ନେଇ ଏହି ପରୀକ୍ଷଣ କରାଯିବ । ଆଇପିଏଲ ୨୦୨୬ ପରେ ଏହି ଯୋଜନାର ରୂପରେଖ ପ୍ରସ୍ତୁତ କରାଯିବ । ଏଥିଯୋଗୁ ଅଧିକରୁ…