ଶପଥ ଗ୍ରହଣ ସମାରୋହରେ ବିଜୟଙ୍କୁ କାହିଁକି ଅଟକାଇଲେ ରାଜ୍ୟପାଳ?
ଚେନ୍ନାଇ: ଆଜିଠୁ ତାମିଲନାଡୁରେ ଆରମ୍ଭ ହେଲା ବିଜୟଙ୍କ ରାଜ୍ । ଦକ୍ଷିଣ ଭାରତ ଫିଲ୍ମ ଦୁନିଆର ସୁପରଷ୍ଟାରରୁ ରାଜନେତା ପାଲଟିଥିବା ଥଲାପତି ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଚେନ୍ନାଇର ନେହରୁ ଷ୍ଟାଡିୟମରେ ଆୟୋଜିତ ଶପଥ ସମାରୋହରେ ଅଧିକ ଉତ୍ସାହିତ ହୋଇ ପ୍ରୋଟକଲ ଭୁଲି…