୭୮ ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ୱର, ବେଶ ଆଡମ୍ବରରେ ପାଳନ ହେଉଛି ପ୍ରତିଷ୍ଠା ଦିବସ
ଭୁବନେଶ୍ବର: ଆଜି ୭୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ରାଜଧାନୀ ଭୁବନେଶ୍ବର । ୧୯୪୮ରୁ ପ୍ରତିବର୍ଷ ଏପ୍ରିଲ ୧୩ ତାରିଖ ଦିନ, “ଭୁବନେଶ୍ୱର ପ୍ରତିଷ୍ଠା ଦିବସ ବା ରାଜଧାନୀ ପ୍ରତିଷ୍ଠା ଦିବସ” ଭାବରେ ପାଳନ କରାଯାଏ । ୧୯୪୬ ମସିହାରେ ଭୁବନେଶ୍ୱରକୁ ଏକ ମନହୋର ନଗରୀରେ ଗଢ଼ି ଲୋଳିବାର ନକ୍ସା…