ତୃତୀୟ ଶ୍ରେଣୀ ଛାତ୍ରଙ୍କ କମାଲ: ୧୦ ଘଣ୍ଟାରୁ କମ୍ ସମୟ ମଧ୍ୟରେ ପାକ୍ ପ୍ରଣାଳୀ ପାର କରି କଲେ ବିଶ୍ୱ ରେକର୍ଡ
ରାଞ୍ଚି: ଝାଡଖଣ୍ଡ ରାଞ୍ଚିର ଶ୍ୟାମଳୀସ୍ଥିତ ଜବାହାର ବିଦ୍ୟା ମନ୍ଦିରର ତୃତୀୟ ଶ୍ରେଣୀର ଛାତ୍ର ଇଶାଙ୍କ ସିଂହ ଅନ୍ତର୍ଜାତୀୟ ସ୍ତରରେ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ୧୦ ଘଣ୍ଟାରୁ କମ୍ ସମୟ ମଧ୍ୟରେ ପାକ୍ ପ୍ରଣାଳୀ ପାର କରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି ଇଶାଙ୍କ। ଏହି…