ପଶ୍ଚିମବଙ୍ଗରେ ଚାଲିଛି ପୁନଃ ମତଦାନ, ଦକ୍ଷିଣ ୨୪ ପରଗନା ଜିଲ୍ଲାର ୧୫ଟି ବୁଥରେ ପଡୁଛି ଭୋଟ୍
କୋଲକତା: ପଶ୍ଚିମବଙ୍ଗର ୧୫ଟି ମତଦାନ କେନ୍ଦ୍ରରେ ଆଜି ପୁନଃ ମତଦାନ କରାଯାଉଛି । ଦକ୍ଷିଣ ପରଗନା ଜିଲ୍ଲାର ମଗରାହାଟ ପଶ୍ଚିମ ଏବଂ ଡାଇମଣ୍ଡ ହାର୍ବର ଉଭୟ ନିର୍ବାଚନମଣ୍ଡଳୀର ୧୫ଟି ମତଦାନ କେନ୍ଦ୍ରରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ମଗରାହାଟ ପଶ୍ଚିମର ୧୧ଟି ଏବଂ…