Latest Odisha News
Yearly Archives

2026

ଖାରଜ ହେଲା ସଞ୍ଜୟ ସିଂହଙ୍କ ଦାବି: ବିଜେପିରେ ସାମିଲ ହେଲେ ୭ ଆପ୍ ସାଂସଦ, ରାଜ୍ୟସଭାରେ ବଦଳିଗଲା ସମୀକରଣ

ନୂଆଦିଲ୍ଲୀ: ରାଜନୈତିକ ସମୀକରଣ ଦୃଷ୍ଟିରୁ ଆଜି ସଂସଦର ଉଚ୍ଚ ସଦନ ରାଜ୍ୟସଭାରେ ଏକ ବଡ଼ ଧରଣର ଘଟଣାକ୍ରମ ଦେଖିବାକୁ ମିଳିଛି। ଆମ୍ ଆଦମୀ ପାର୍ଟିରୁ ବିଦ୍ରୋହ କରି ଭାରତୀୟ ଜନତା ପାର୍ଟି (ବିଜେପି) ରେ ସାମିଲ ହୋଇଥିବା ରାଘବ ଚଢ଼ା ଓ ହରଭଜନ ସିଂହଙ୍କ ସମେତ ୭ ଜଣ ସାଂସଦଙ୍କ ଗୋଷ୍ଠୀକୁ ବଡ଼…

Kitchen Hacks: ଏହି ଉପାୟରେ ପିଆଜ କାଟନ୍ତୁ, କେବେ ବି ଆସିବନି ଆଖିରେ ଲୁହ

ନୂଆଦିଲ୍ଲୀ: ରୋଷେଇ ଘରେ ରୋଷେଇ କରିବା ସମୟରେ ସବୁଠାରୁ ଚ୍ୟାଲେଞ୍ଜପୂର୍ଣ୍ଣ କାମ ମଧ୍ୟରୁ ଗୋଟିଏ ହେଉଛି ପିଆଜ କାଟିବା। ପିଆଜ ଫାଳ କରିବା ମାତ୍ରେ ଆଖିରୁ ଲୁହ ଝରିବା ଆରମ୍ଭ ହୁଏ। କିନ୍ତୁ ଆପଣ କ’ଣ ଜାଣନ୍ତି କି ଏକ ସରଳ ରୋଷେଇ ଘରର କୌଶଳ ସାହାଯ୍ୟରେ ଏହାକୁ ସହଜରେ ରୋକାଯାଇପାରିବ? ଯଦି ଆପଣ…

ସେହି ଦିନ ଅପରାହ୍ନ ୪ଟା ୪୯ ମିନିଟ୍‌ରେ କ’ଣ ଘଟିଥିଲା? କ୍ୟାମେରାରେ କଏଦ ହେଲା ସୁଧୀରଙ୍କ ଅପହରଣ ପୂର୍ବର…

ବ୍ରହ୍ମପୁର: କିଏ ଜାଣିଥିଲା ସେହି ଯାତ୍ରା ହିଁ ତାଙ୍କ ଜୀବନର ଶେଷ ଯାତ୍ରା ହେବ? କିଏ ବା ଅନୁମାନ କରିଥିଲା ଯେ, ଯେଉଁ ରାସ୍ତାରେ ସେ ପ୍ରତିଦିନ ଖେଳିବାକୁ ଯାଉଥିଲେ, ସେହି ରାସ୍ତାରେ ମୃତ୍ୟୁ ତାଙ୍କୁ ଛକି ବସିଛି? ବ୍ରହ୍ମପୁରର ବହୁଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା…

ନାରୀ ଶକ୍ତି ବନ୍ଦନ ଅଧିନିୟମ: ଆଲୋଚନାରୁ ଲୁଚୁଛନ୍ତି କି ବିରୋଧୀ? ରାଜସ୍ୱ ମନ୍ତ୍ରୀ କହିଲେ ‘ଇତିହାସ କ୍ଷମା…

ଭୁବନେଶ୍ୱର: 'ନାରୀ ଶକ୍ତି ବନ୍ଦନ ଅଧିନିୟମ' (ମହିଳା ସଂରକ୍ଷଣ ବିଲ୍) ଆଲୋଚନା ନେଇ ଏବେ ରାଜନୈତିକ ବୟାନବାଜି ତୀବ୍ର ରୂପ ନେଇଛି। ବିଧାନସଭାରେ ଏହି ସ୍ପର୍ଶକାତର ପ୍ରସଙ୍ଗ ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯିବା ନେଇ ସରକାରୀ ପ୍ରସ୍ତାବ ଆସିଥିବା ବେଳେ, ଏହାକୁ ନେଇ ଶାସକ ବିଜେପି ଓ…

ଗ୍ରୀଷ୍ମକାଳୀନ ଶିବିର ନାଁରେ ବାହାର ରାଜ୍ୟକୁ ଚାଲାଣ? ପୋଲିସ ହାବୁଡ଼ରେ ଧରାପଡ଼ିଲା ବସ୍

ମାଲକାନଗିରି: ରାଜ୍ୟର ସୀମାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଏକ ବଡ଼ ଧରଣର ଶିଶୁ ଚାଲାଣ ଉଦ୍ୟମ ପଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ସମର୍ କୋର୍ସ ଏବଂ ସୁଟିଂ କାର୍ଯ୍ୟକ୍ରମର ବାହାନା ଦେଖାଇ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ବେଳେ ରବିବାର ରାତିରେ ଏକ ଯାତ୍ରୀବାହୀ…

ଆମେରିକାକୁ ନୂଆ ପ୍ରସ୍ତାବ ଦେଲା ଇରାନ୍‌

ନୂଆଦିଲ୍ଲୀ: ଆମେରିକାକୁ ନୂଆ ପ୍ରସ୍ତାବ ଦେଲା ଇରାନ୍‌। ପାକିସ୍ତାନ ମାଧ୍ୟମରେ ପଠାଇଲା ନୂଆ ପ୍ରସ୍ତାବ। ହର୍ମୁଜ୍ ପ୍ରଣାଳୀ ଖୋଲିବା ନେଇ ପ୍ରସ୍ତାବରେ ଉଲ୍ଲେଖ ରହିଛି। ପରମାଣୁ କଥାବାର୍ତ୍ତାକୁ ସ୍ଥଗିତ ରଖିବାକୁ ସର୍ତ୍ତ ଦିଆଯାଇଛି। ଯୁଦ୍ଧ ବିରତି ଅବଧିକୁ ବୃଦ୍ଧି କରିବାକୁ ଦାବି ହୋଇଛି।…

Sudhir Patra Case: ମୃତ୍ୟୁ ପୂର୍ବର ଭିଡିଓ ବଖାଣୁଛି ନିର୍ମମତାର କାହାଣୀ: କ୍ରାଇମ୍ ସିନ୍ ରିକ୍ରିଏସନ୍ ବେଳେ ଗୁମର…

ବ୍ରହ୍ମପୁର: ବହୁଚର୍ଚ୍ଚିତ ସୁଧୀର ପାତ୍ର ହତ୍ୟା ମାମଲାରେ ପୋଲିସ ହାତରେ ଲାଗିଛି ଏକାଧିକ ସାଂଘାତିକ ତଥ୍ୟ। ରବିବାର ପୋଲିସ ପକ୍ଷରୁ କରାଯାଇଥିବା 'କ୍ରାଇମ୍ ସିନ୍ ରିକ୍ରିଏସନ୍' ସମୟରେ ଏଭଳି କିଛି ଚାଞ୍ଚଲ୍ୟକର ଖୁଲାସା ହୋଇଛି, ଯାହା ସମଗ୍ର ତଦନ୍ତ ପ୍ରକ୍ରିୟାକୁ ଏକ ନୂଆ ଦିଗ ଦେଇଛି। ଏହି…

‘ଡାଲମା’ ପ୍ରେମରେ ଜାପାନୀ ରାଷ୍ଟ୍ରଦୂତ, ଓଡ଼ିଶାର ସଂସ୍କୃତି ଓ ରନ୍ଧଣାକୁ କଲେ ଭୁରି ଭୁରି ପ୍ରଂଶସା

ଭୁବନେଶ୍ୱର/ସମ୍ବଲପୁର: 'ଡାଲମା' ପ୍ରେମରେ ଜାପାନୀ ରାଷ୍ଟ୍ରଦୂତ। ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ଓନୋ କେଇଚି ତାଙ୍କ ସମ୍ପ୍ରତି ଓଡ଼ିଶା ଗସ୍ତ ସମୟରେ ପାରମ୍ପରିକ ଖାଦ୍ୟର ସ୍ୱାଦ ନେବା ପରେ ଓଡ଼ିଆ ଖାଦ୍ୟ ସଂସ୍କୃତି ଓ ରନ୍ଧଣାକୁ ଭୁରି ଭୁରି ପ୍ରଂଶସା କରିଛନ୍ତି। ବିଶେଷ କରି ସେ…

ଗୁରୁ-ଶିଷ୍ୟ ସମ୍ପର୍କରେ ଦାଗ, ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜେଲ ଗଲେ ପ୍ରଧାନ ଶିକ୍ଷକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ପାତ୍ରପୁଟ ସେବାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ ଜେଲ ଗଲେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ । ପିଡ଼ିତାଙ୍କ ଥାନାରେ ଏତଲା ପରେ ପୂର୍ବରୁ ଏହି ଘଟଣାରେ ପ୍ରଧାନ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ…

ଗରମ ଦିନେ ଆପଣଙ୍କୁ ମଧ୍ୟ ହେଉଛି କି ଜ୍ୱର? ଅଣଦେଖା କରନ୍ତୁ ନାହିଁ, ଜୀବନ ପ୍ରତି ହୋଇପାରେ ବିପଦ

ନୂଆଦିଲ୍ଲୀ: ପ୍ରାୟତଃ ଖରାଦିନେ ଜ୍ୱର ହୁଏ ନାହିଁ। ଗ୍ରୀଷ୍ମକାଳୀନ ଜ୍ୱରକୁ ପ୍ରାୟତଃ ସାଧାରଣ ଭାଇରସ ସଂକ୍ରମଣ ଭାବରେ ଖାରଜ କରାଯାଏ। ପ୍ରତିବର୍ଷ ଘର ଏବଂ କ୍ଲିନିକରେ ସମାନ ପ୍ୟାଟର୍ନ ଦେଖାଯାଏ: ଜ୍ୱର, ଶରୀର ଯନ୍ତ୍ରଣା, ଥକ୍କାପଣକୁ ଏକ ସାଧାରଣ କଥା କହି ହାଲୁକା ଭାବରେ ଗ୍ରହଣ କରାଯାଏ। ଏହା…