ସୁପର ଏଇଟରେ ଶ୍ରୀଲଙ୍କାକୁ ହରାଇଲା ଇଂଲଣ୍ଡ
ପାଲୀକେଲ: ଚଳିତ ଟି୨୦ ବିଶ୍ୱକପ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛି । ଆୟୋଜକ ଶ୍ରୀଲଙ୍କାକୁ ୫୧ ରନରେ ହରାଇ ଇଂଲଣ୍ଡ ସୁପର ଏଇଟରେ ବିଜୟ ଅଭିଯାନ ଆରମ୍ଭ କରିଛି । ଇଂଲଣ୍ଡ ଟିମ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ ହରାଇ ୧୪୬ ରନ କରିଥିଲା । ଓପନର ଫିଲ ସଲ୍ଟ ୪୦ ବଲରେ ଦ୍ରୁତ ୬୨…