ମୋଦି ଆମକୁ ଲୁଟୁଥିଲେ; ଟାରିଫ ବିବାଦ ମଧ୍ୟରେ ଏଭଳି କହିଲେ ଟ୍ରମ୍ପ…
ନୂଆଦିଲ୍ଲୀ: ଟାରିଫକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ନୂଆ ନିଷ୍ପତ୍ତି ମଧ୍ୟରେ ମୋଦିଙ୍କୁ ସ୍ମାର୍ଟ ପ୍ରଧାନମନ୍ତ୍ରୀ କହିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ।
ଭାରତରୁ ଆମେରିକାକୁ ରପ୍ତାନି ହେଉଥିବା ସାମଗ୍ରୀ ଉପରେ ପୂର୍ବ ଶୁଳ୍କକୁ ୧୮%ରୁ ହ୍ରାସ କରି ୧୦% କରାଯାଇଛି। ଏହି ନୂତନ…