୪୦ ପ୍ରତିଶତ ଗ୍ରାଜୁଏଟ୍ ବେକାର, ଏଥିପାଇଁ ମିଳୁନି ଚାକିରି
ନୂଆଦିଲ୍ଲୀ: ଭାରତ ହେଉଛି ବିଶ୍ୱର ସବୁଠାରୁ ଯୁବ ଦେଶ। ଯୁବକମାନେ ହିଁ ଦେଶର ଭବିଷ୍ୟତ ଏବଂ ଅର୍ଥନୀତିର ମେରୁଦଣ୍ଡ। କିନ୍ତୁ ବର୍ତ୍ତମାନ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଆମ ଦେଶର ଯୁବପିଢ଼ି ପୂର୍ବ ଅପେକ୍ଷା ଅଧିକ ଶିକ୍ଷିତ ହେଉଛନ୍ତି, କିନ୍ତୁ ସେହି ଅନୁପାତରେ ସେମାନଙ୍କୁ ଚାକିରି…