୪ ୟୁରୋପୀୟ ଦେଶକୁ ପ୍ରଧାନମନ୍ତ୍ରୀ କରିବେ ଗସ୍ତ; ଭାରତର ବିଶ୍ୱ ସମ୍ପର୍କ ନୂତନ ଶିଖରରେ ପହଞ୍ଚିବ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ମେ ମାସରେ ମଧ୍ୟ ୟୁରୋପର ଚାରି ଦେଶକୁ ଗସ୍ତରେ ଯିବେ । ପ୍ରସ୍ତାବିତ ଯାତ୍ରା ତାଲିକା ଅନୁଯାୟୀ, ସେ ମେ ୧୫-୧୭ ପର୍ଯ୍ୟନ୍ତ ନେଦରଲ୍ୟାଣ୍ଡ, ମେ ୧୭ରେ ସ୍ୱିଡେନ, ମେ ୧୭-୧୯ ପର୍ଯ୍ୟନ୍ତ ନରୱେ ଏବଂ ମେ ୧୯-୨୦ ପର୍ଯ୍ୟନ୍ତ ଇଟାଲୀ ଗସ୍ତ କରିବେ।…