Tamil Nadu Election Result: ହାରିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ … କୋଲାଥୁର ଆସନରେ ପୁରୁଣା ସହଯୋଗୀଙ୍କ…
ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏବଂ ଡିଏମ୍କେ ମୁଖ୍ୟ ଏମକେ ଷ୍ଟାଲିନ କୋଲାଥୁର ଆସନରୁ ପରାଜିତ ହୋଇଛନ୍ତି । ଷ୍ଟାଲିନ ତାଙ୍କର କୋଲାଥୁର ଆସନରୁ ୮ ହଜାର ଭୋଟରେ ନିର୍ବାଚନ ହାରିଲେ । କୋଲାଥୁର ଆସନକୁ ଷ୍ଟାଲିନଙ୍କ ଗଡ଼ କୁହାଯାଏ,କାରଣ ସେ କ୍ରମାଗତ ତିନି ଥର (୨୦୧୧, ୨୦୧୬, ୨୦୨୧)…