କେଳୁଚରଣ କୀର୍ତ୍ତି ଶତକମ୍ ଉଦ୍ଯାପିତ; ଫଟୋଚିତ୍ର ପ୍ରଦର୍ଶନୀରେ ଛାତ୍ରଛାତ୍ରୀ ଏବଂ ଓଡ଼ିଶୀ ଗବେଷକଙ୍କ ଭିଡ଼
ଭୁବନେଶ୍ୱର:ଓଡ଼ିଶୀ ନୃତ୍ୟଗୁରୁ ପଦ୍ମ ବିଭୂଷଣ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ "କେଳୁ ଚରଣ କୀର୍ତ୍ତି ଶତକମ୍"ର ଉଦ୍ଯାପନୀ ସମାରୋହ ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ,…