ଦେଢ଼ କୋଟି ମୂଲ୍ୟରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ଟ୍ରକ୍ ମାଲିକ ଗିରଫ
ଅନୁଗୁଳ:ଗଞ୍ଜେଇ ବୋଝେଇ ଟ୍ରକ୍ କୁ ଧରିଲା ପୋଲିସ । ଅନୁଗୁଳ ପୋଲିସ ଟ୍ରକରେ ଥିବା ୬୩ ବସ୍ତା ଗଞ୍ଜେଇ ଜବତ କରିଛି । ଏଥିସହ ଟ୍ରକ୍ ମାଲିକକୁ ଗିରଫ କରାଯାଇଛି । ସୂଚନାଥାଉକି, ଗଞ୍ଜେଇର ପରିମାଣ ୧୫ କ୍ଵିଣ୍ଟାଲ ୭୩ କିଲୋଗ୍ରାମ। ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ।…