‘ଭାଇବ୍ରେଣ୍ଟ ଭିଲେଜ’ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ, ବିକାଶର ନୂତନ ଗତି ପାଇବ ସୀମାନ୍ତ ଗାଁ
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଆସାମରେ ଭାଇବ୍ରେଣ୍ଟ ଭିଲେଜ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବେ। ସୀମାନ୍ତ ଗ୍ରାମଗୁଡ଼ିକୁ ସୁଦୃଢ଼ କରିବା ଏବଂ ସୀମାନ୍ତ ଅଞ୍ଚଳରେ ସର୍ବାଙ୍ଗୀନ ବିକାଶକୁ ପ୍ରୋତ୍ସାହିତ କରିବା ପ୍ରୟାସରେ ଏହି…