ଖରାଦିନେ ଅଧିକ ଅଣ୍ଡା ଖାଉଛନ୍ତି କି ?
ନୂଆଦିଲ୍ଲୀ: ସାଧାରଣତଃ ଅଣ୍ଡାକୁ ସୁଷମ ଖାଦ୍ୟର ଏକ ପ୍ରମୁଖ ଅଂଶ ଭାବେ ଗ୍ରହଣ କରାଯାଏ। ଖାସକରି ଜିମ୍ ଯାଉଥିବା ଯୁବପିଢ଼ି ପ୍ରୋଟିନ୍ ପାଇଁ ଅଧିକ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ବର୍ତ୍ତମାନର ଏହି ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ସମୟରେ ଅଧିକ ଅଣ୍ଡା ଖାଇବା ଆପଣଙ୍କ ପାଇଁ ବିପଦ…